ଉମରକୋଟ: ଭାଲୁ ଆକ୍ରମଣରେ ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋର୍ ନିକଟ ଚନ୍ଦାହାଣ୍ଡି ବ୍ଲକ ଫଟକି ଗାଁରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗାଁର ଦୁଇ ମହିଳା ଫଟକି ନିକଟସ୍ଥ ଜଙ୍ଗଲକୁ ଶାଗ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଭାଲୁ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିବାରୁ ୨ ଜଣ ଆହତ ହୋଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଜଙ୍ଗଲକୁ ଯାଇ ମୃତଦେହ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ

ଓଡ଼ିଆ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ବଲାଙ୍ଗିରରେ ଚାଞ୍ଚଲ୍ୟ, ଟ୍ରାକ୍ଟର ଭଡ଼ା ପାଇଁ ଡବଲ୍‌ ମର୍ଡର!

ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

୬ ମାସ ପାଇଁ ରାଜନୀତିକ ଖସଡ଼ା ପ୍ରସ୍ତୁତ କଲା ରାଜ୍ୟ ବିଜେପି

ଜୁଲାଇରେ ରକ୍ତମୁଖା ସାଜିଛି କରୋନା

ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍‌

ମହାମାରୀରେ ମହାଯଜ୍ଞ, ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ

ଭଉଣୀଙ୍କ ଅଭିଯୋଗର ଜବାବ ରଖିଲେ ଭଉଣୀ

ଆରୋଗ୍ୟ ହେଲେ ୩୮୮ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ସହ ସେଲ୍‌ଫି ଉଠାଇଲେ ଦୁଇ ଅଧିକାରୀ, ଫଟୋ ଭାଇରାଲ୍‌