କଳାକନା ବୁଲାଇଥିଲା ମାମୁ, ଧରାପଡ଼ିଲା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱାସରେ ମାମୁକୁ ଘରର ଦାୟିତ୍ୱ ଦେଇଥିଲା ଭାଣିଜୀ। ହେଲେ ବିଶ୍ୱାସଘାତକ ସାଜିଲା ମାମୁ। କେହି ନଥିବାର ସୁଯୋଗ ନେଇ ଆରମିରା ଭାଙ୍ଗି କଳାକନା ବୁଲାଇଥିଲା। ଏପରି ଏକ ଘଟଣା ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି। ସହଦେବଖୁଣ୍ଟା ଥାନା ଜେଲ୍‌ ରୋଡ୍‌ରେ ଭଡ଼ା ଘରେ ରହୁଥିଲେ ଅଞ୍ଜଳୀ ସେଠୀ ଓ ତାଙ୍କ ସ୍ୱାମୀ ରମେଶ। ନୂଆବର୍ଷରେ ଉଭୟ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଗଲାବେଳେ ମାମୁ ପ୍ରଶାନ୍ତ କୁମାର ସେଠୀଙ୍କୁ […]

uncle-arrested

uncle-arrested

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 10:57 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱାସରେ ମାମୁକୁ ଘରର ଦାୟିତ୍ୱ ଦେଇଥିଲା ଭାଣିଜୀ। ହେଲେ ବିଶ୍ୱାସଘାତକ ସାଜିଲା ମାମୁ। କେହି ନଥିବାର ସୁଯୋଗ ନେଇ ଆରମିରା ଭାଙ୍ଗି କଳାକନା ବୁଲାଇଥିଲା। ଏପରି ଏକ ଘଟଣା ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି।

ସହଦେବଖୁଣ୍ଟା ଥାନା ଜେଲ୍‌ ରୋଡ୍‌ରେ ଭଡ଼ା ଘରେ ରହୁଥିଲେ ଅଞ୍ଜଳୀ ସେଠୀ ଓ ତାଙ୍କ ସ୍ୱାମୀ ରମେଶ। ନୂଆବର୍ଷରେ ଉଭୟ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଗଲାବେଳେ ମାମୁ ପ୍ରଶାନ୍ତ କୁମାର ସେଠୀଙ୍କୁ ଘର ସମସ୍ତ ଦାୟିତ୍ୱ ଦେଇ ଯାଇଥିଲେ। ହେଲେ ଭାଣିଜୀର ସରଳତାର ସୁଯୋଗ ନେଇ ମାମୁ ଆଲମିରା ଭାଙ୍ଗି ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଘଟଗାଁରୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଅଞ୍ଜଳୀ ଦେଖିବାକୁ ପାଇଥିଲେ। ପରେ ଏନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମୁ ପ୍ରଶାନ୍ତକୁ ଗିରଫ କରିଛି। ଏପରିକି ଲୁଟ୍‌ ହୋଇଥିବା ସୁନା ଗହଣା ଓ ଏକ ମୋବାଇଲ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story