ଭଣଜାକୁ ଡାକି ପିଟି ପିଟି ମାରି ଦେଲା ମାମୁ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସାମାନ୍ୟ ବଚସାରୁ ଭଣଜାକୁ ପିଟି ପିଟି ମାରିଦେଲା ମାମୁ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗାଁରେ ଘଟିଛି। ମୃତ ଯୁବକଜଣଙ୍କ ହେଲେ ଆମ୍ବବାଲି ଗାଁର କୃତିବାସ ଗୌଡ଼। ମିଳିଥିବା ସୂଚନା ଅନୁସାରେ, କୃତିବାସ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସେ କାମ ସାରି ଘରକୁ ଫେରିଲା ବେଳେ ତାଙ୍କ ମାମୁ ଗୋପାଳ ଗୌଡ ଫୋନ କରି ବିଞ୍ଜିଗିରି ଗାଁକୁ ଡାକିଥିଲେ। ସେଠାରେ […]

777000

777000

Tapaswini Nayak
  • Published: Tuesday, 30 June 2020
  • Updated: 30 June 2020, 02:04 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ସାମାନ୍ୟ ବଚସାରୁ ଭଣଜାକୁ ପିଟି ପିଟି ମାରିଦେଲା ମାମୁ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗାଁରେ ଘଟିଛି। ମୃତ ଯୁବକଜଣଙ୍କ ହେଲେ ଆମ୍ବବାଲି ଗାଁର କୃତିବାସ ଗୌଡ଼।

ମିଳିଥିବା ସୂଚନା ଅନୁସାରେ, କୃତିବାସ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସେ କାମ ସାରି ଘରକୁ ଫେରିଲା ବେଳେ ତାଙ୍କ ମାମୁ ଗୋପାଳ ଗୌଡ ଫୋନ କରି ବିଞ୍ଜିଗିରି ଗାଁକୁ ଡାକିଥିଲେ। ସେଠାରେ କୃତିବାସ ପହଞ୍ଚିବା ପରେ ମାମୁ ଭଣଜାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ମାମୁ ଓ ତାଙ୍କ ସହ ଥିବା କିଛି ଲୋକ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ।

କୃତିବାସଙ୍କ ବଡ଼ ଭାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କୃତିବାସଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story