ନୟାଗଡ଼ବାସୀଙ୍କ ପାଇଁ ଐତିହାସିକ ଦିନ, ରାଜଧାନୀରୁ ଗଡ଼ିଲା ସେବା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ‘ସେବା ସର୍ଭିସ୍ ଟ୍ରେନ’ର ଶୁଭାରମ୍ଭ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ସେବା ସର୍ଭିସ୍ ଟ୍ରେନର ଶୁଭାରରମ୍ଭ କରାଯାଇଥିବା ବେଳେ ଏଥିରେ ଭୁବନେଶ୍ୱର-ନୟାଗଡ଼ ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଭୁବନେଶ୍ୱରରୁ ନୟାଗଡ଼କୁ ସେବା ଏକ୍ସପ୍ରେସ୍ ଗଡ଼ିଛି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ରେଳମନ୍ତ୍ରୀ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ଟ୍ରେନକୁ ଭୁବନେଶ୍ୱର-ନୟାଗଡ ସହର ସହ ଯୋଡିବା ପାଇଁ […]

Nayagarh-2-

Nayagarh-2-

Tapas Behera
  • Published: Tuesday, 15 October 2019
  • Updated: 15 October 2019, 05:51 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ‘ସେବା ସର୍ଭିସ୍ ଟ୍ରେନ’ର ଶୁଭାରମ୍ଭ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ସେବା ସର୍ଭିସ୍ ଟ୍ରେନର ଶୁଭାରରମ୍ଭ କରାଯାଇଥିବା ବେଳେ ଏଥିରେ ଭୁବନେଶ୍ୱର-ନୟାଗଡ଼ ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଭୁବନେଶ୍ୱରରୁ ନୟାଗଡ଼କୁ ସେବା ଏକ୍ସପ୍ରେସ୍ ଗଡ଼ିଛି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ରେଳମନ୍ତ୍ରୀ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ଟ୍ରେନକୁ ଭୁବନେଶ୍ୱର-ନୟାଗଡ ସହର ସହ ଯୋଡିବା ପାଇଁ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର। ଭୁବନେଶ୍ୱରରୁ ନୟାଗଡ ଟାଉନ ପର୍ଯ୍ୟନ୍ତ ପ୍ରତିଦିନ ‘ସେବା ସର୍ଭିସ ଟ୍ରେନ୍’ ଚଳାଚଳ କରିବ।

ଏହି ରେଳ ସଂଯୋଗ ଦ୍ୱାରା ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡର ଯାତ୍ରୀ ମାନଙ୍କୁ ଅଧିକ ସୁବିଧା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଉଛନ୍ତି । ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ ସେବା ସର୍ଭିସ୍ ଟ୍ରେନ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

ଯାହା ଓଡିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟତକୁ ସହଜ ଓ ସୁଗମ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ନେବା ପରେ ଓଡିଶା ଭଳି ରାଜ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଇଛି । ପୂର୍ବରୁ ଓଡିଶାକୁ ରେଳ ବଜେଟ୍ ପାଇଁ ୧ ହଜାର କୋଟି ଟଙ୍କା ଦାବି କରିବାକୁ ପଡୁଥିଲା । ମାତ୍ର ଗତ ୬ ବର୍ଷରେ ମୋଦିଙ୍କ ସରକାରରେ ମୋଟ ସାଢେ ୬ ହଜାର କୋଟିରୁ ୭ ହଜାର କୋଟି ଟଙ୍କା ରେଳ ଅନୁଦାନ ଓଡିଶାକୁ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story