ଭାଲେଣ୍ଟାଇନ୍ସ ଡେ’ରେ ନିଅାରା କାହାଣୀ: ଏସିଡ୍ ପୀଡ଼ିତା ପ୍ରମୋଦିନୀଙ୍କ ଜୀବନ ସାଥୀ ହେବେ ସରୋଜ

ଦିନେ ପ୍ରେମକୁ ଭଲ କରି ବୁଝିବା ଆଗରୁ ପ୍ରତିଶୋଧ ନିଆଁରେ ଜଳିଥିଲେ ପ୍ରମୋଦିନୀ। ଏକପାଖିଆ ଭଲ ପାଇବାର କରୁଣ ପରିଣତିରେ ଶିକାର ହୋଇ ଏସିଡ ମାଡ଼ରେ ସର୍ବଶ୍ୱ ହରାଇ ଥିଲେ ସେ । ତରଳ ନିଆଁରେ ଜଳି ଯାଇଥିଲା ଦେହ, ମନ ଏବଂ ସ୍ୱପ୍ନ । ସବୁ କିଛି ହୋଇଯାଇ ଥିଲା ଛାରଖାର। ହେଲେ ସେହି ପ୍ରେମ ଆଜି ପ୍ରଳୟ ନୁହଁ ବରଂ ମଳୟର ଛୁଆଁ ନେଇ ପ୍ରମୋଦିନୀଙ୍କ ଜୀବନକୁ କରିଦେଇଛି ରଙ୍ଗିନ୍‌। ତାଙ୍କ ବିକୃତ ଏବଂ […]

22222222222

22222222222

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 10:34 PM IST

Sports

Latest News

ଦିନେ ପ୍ରେମକୁ ଭଲ କରି ବୁଝିବା ଆଗରୁ ପ୍ରତିଶୋଧ ନିଆଁରେ ଜଳିଥିଲେ ପ୍ରମୋଦିନୀ। ଏକପାଖିଆ ଭଲ ପାଇବାର କରୁଣ ପରିଣତିରେ ଶିକାର ହୋଇ ଏସିଡ ମାଡ଼ରେ ସର୍ବଶ୍ୱ ହରାଇ ଥିଲେ ସେ । ତରଳ ନିଆଁରେ ଜଳି ଯାଇଥିଲା ଦେହ, ମନ ଏବଂ ସ୍ୱପ୍ନ । ସବୁ କିଛି ହୋଇଯାଇ ଥିଲା ଛାରଖାର। ହେଲେ ସେହି ପ୍ରେମ ଆଜି ପ୍ରଳୟ ନୁହଁ ବରଂ ମଳୟର ଛୁଆଁ ନେଇ ପ୍ରମୋଦିନୀଙ୍କ ଜୀବନକୁ କରିଦେଇଛି ରଙ୍ଗିନ୍‌। ତାଙ୍କ ବିକୃତ ଏବଂ ବୀଦିର୍ଣ୍ଣ ଚେହେରାରେ ଆଉ ଜଣେ ଭରିଦେଇଛନ୍ତି ଭଲ ପାଇବାର ବାତ୍ସା। ପ୍ରେମର ଫଗୁଣ ଛଆଁରେ ରଙ୍ଗିନ ହୋଇଛି ପ୍ରମୋଦିନୀଙ୍କ ପ୍ରେମ କାହାଣୀ। ଆଉ ଏହି ନିଆରା ପ୍ରେମକାହାଣୀର ଝଲକ ଆଜି ଭାଲେଣ୍ଟାଇନ୍ସ୍ ଡେ’ ରେ ହିଁ  ଦେଖିବାକୁ ମିଳିଥିଲା। ଏସିଡ ପୀଡ଼ିତା ପ୍ରମୋଦିନୀ ରାଉଳଙ୍କ ସହ ତାଙ୍କ ଭାବି ସ୍ୱାମୀ ସରୋଜଙ୍କ ସହ ହୋଇଛି ନିର୍ବନ୍ଧ। ଗୋଟିଏ ନୁହେଁ ପ୍ରମୋଦିନୀଙ୍କ ସହ ସାତ ଜନ୍ମର ସାଥୀ ହୋଇ ଚାଲିବାକୁ ରାଣ ଖାଇଛନ୍ତି ସେ।  ଆଉ ତା’ର ସବୁତକ ଦୁଃଖ, ଦୁର୍ଦ୍ଦଶା ଯନ୍ତ୍ରଣାର ଗରଳକୁ ନୀଳକଣ୍ଠ ସାଜି ପିଇବାକୁ କଥା ଦେଇଛନ୍ତି  ସରୋଜ।

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପ୍ରମୋଦିନୀ ରାଉଳଙ୍କ  ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କନକପୁର ଅଞ୍ଚଳରେ।  ୨୦୦୯ ଏପ୍ରିଲ ୧୮ ତାରିଖ। ସେତେବେଳେ ନିକଟସ୍ଥ ଆଦିକବି ସାରଳା ଦାସ ମହିବିଦ୍ୟାଳୟରେ ପଢୁଥିଲେ ୧୬ ବର୍ଷୀୟା ପ୍ରମୋଦିନୀ। ଏତଲାରେ ଥିବା ଅଭିଯୋଗ ଅନୁଯାୟୀ ପ୍ରମୋଦିନୀଙ୍କୁ ଏକପାଖିଆ ପ୍ରେମ କରୁଥିଲେ ନିକଟସ୍ଥ ଏକ ପାରା ମିଲିଟାରି କ୍ୟାମ୍ପର ଯବାନ ସନ୍ତୋଷ କୁମାର ବେଦାନ୍ତ। ପ୍ରାୟ ବର୍ଷଟିଏ ଧରି ସନ୍ତୋଷ, ପ୍ରମୋଦିନୀ ଓ ତାଙ୍କ ପରିବାରକୁ ଧମକେଇବା ପରେ  କିଛି ଫଳ ନ ପାଇବାରୁ ହିଂସ୍ର ହୋଇପଡ଼ିଥିଲେସେ ।

ଶେଷରେ ଦିନ ଦିପହରେ ବିଚ୍ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ପ୍ରମୋଦିନୀଙ୍କ ଉପରେ ସେ ଏସିଡ୍ ପକାଇ ଦେଇଥିଲେ। ହେଲେ ଜୀବନ ଯନ୍ତ୍ରଣା ଲଢେଇରେ ହାରି ଯାଇ ନଥିଲେ ପ୍ରମୋଦିନୀ। ଅତ୍ୟନ୍ତ ସାହସର ସହ ଲଢେଇ କରି ଦୀର୍ଘ ୮ ବର୍ଷ ପରେ ନ୍ୟାୟ ପାଇଥିଲେ ପ୍ରମୋଦିନୀ। ଶେଷରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ସନ୍ତୋଷ କୁମାର ବେଦାନ୍ତ(୩୬) ଓ ତା’ର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂ ରାୟ ଓରଫ ଅନିଲକୁ ପୋଲିସ ଗିରଫ କରିଥିଲା।

୨୦୦୯ ମସିହାରେ ଏସିଡ୍ ଆକ୍ରମଣର ଶିକାର ହୋଇ ସେତେବେଳକୁ ୫ବର୍ଷ ଯନ୍ତ୍ରଣାମୟ ଜୀବନ ଜିଇଁସାରିଥିଲେ ପ୍ରମୋଦିନୀ । ଯେତେବେଳେ ଏକ ନର୍ସିଂହୋମ୍‌ରେ ସଂଯୋଗବଶତଃ ଦେଖାହୁଏ କଟକର ସରୋଜଙ୍କ ସହ।   ପ୍ରମୋଦିନୀଙ୍କ ଯନ୍ତ୍ରଣାକୁ ବାଣ୍ଟିନେବା ପାଇଁ ତାଙ୍କୁ ବନ୍ଧୁତ୍ୱର ହାତ ବଢ଼ାଇଥିଲେ ସରୋଜ।   ଆଉ ୨୦୧୬ ଜାନୁୟାରୀ ୧୪ରେ ଏହାକୁ ଦେଲେ ପ୍ରେମର ନାଁ ।

 ତରଳ ନିଆଁରେ ନିଜ ରୂପ ସୌନ୍ଦର୍ଯ୍ୟକୁ ହରାଇ ସାରିଥିବା ପ୍ରମୋଦିନୀଙ୍କ ପାଇଁ ଜୀବନ ଯେତେବେଳେ ସ୍ୱପ୍ନ ଥିଲା ସେତେବେଳେ ସରୋଜଙ୍କ ପ୍ରେମ ନିବେଦନ ତାଙ୍କୁ ଯୋଗାଇଥିଲା ଅସୀମ ସାହସ।  ଦେଖାଇଥିଲା ଅସୁମାରି ସ୍ୱପ୍ନ। ଦୀର୍ଘ ୮ ବର୍ଷର ସଂଘର୍ଷରେ ପ୍ରମୋଦିନୀଙ୍କ ପ୍ରତିଟି ହସରେ ଲୁହରେ ସାଥି ହୋଇ ବାଟ ଚାଲିଛନ୍ତି ସରୋଜ ।  ଆଉ ଆଜି ସେମାନଙ୍କ ନିର୍ବନ୍ଧ ଅଏକ ହୃଦୟର ଡୋରୀକୁ ସମ୍ପର୍କର ନାଁ ଦେଇଛନ୍ତି ।  ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଉଭୟଙ୍କ ହୋଇଛି ନିର୍ବନ୍ଧ।

ସେଦିନ ମୁମ୍ବାଇର ଅରୁଣା ଶାନବାଗ ବି ଏମିତି ପ୍ରେମ କରିଥିଲେ। ଡ. ପ୍ରତାପ ଦେଶାଇ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା ଭାବଦିଆନିଆ। କିନ୍ତୁ ୧୯୭୩ ମସିହା ନଭେମ୍ୱର ମାସ ୨୭ ତାରିଖର କାଳରାତ୍ରି ତାଙ୍କ ଜୀବନର ନକ୍ସାକୁ ବଦଳେଇ ଦେଇଥିଲା। ସେହିଦିନ ରାତିରେ ବଳାତ୍କାରର ଶିକାର ହୋଇଥିଲେ ଅରୁଣା। ଦୁଷ୍କର୍ମ କଲା ବେଳେ ତାଙ୍କ ବେକକୁ ଏକ କୁକୁର ଚେନରେ ବାନ୍ଧି ଦେଇଥିଲା ଅଭିଯୁକ୍ତ । ଆଉ କୋମାରେ ଚାଲି ଯିବା ପରଠାରୁ ତାଙ୍କୁ କେଇଏମ୍ ହସପିଟାଲରେ ରଖାଯାଇଥିଲା। ଅରୁଣା ବି ଖୁବ୍‌ ସୁନ୍ଦରୀ ଥିଲେ। ହେଲେ ଏହି ଅଭାବନୀୟ ଘଟଣା ପରେ ଅରୁଣାଙ୍କ ହାତ ଛାଡ଼ିଦେଲେ ତାଙ୍କ ପ୍ରେମିକ।

ଶେଷରେ  ଦୀର୍ଘ ୪୨ ବର୍ଷ ଧରି କୋମାରେ ପଡ଼ି ରହିବାପରେ  ଅରୁଣାଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେ କ୍ଷେତ୍ରରେ ଆଜିର ଦିନରେ ସରୋଜ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।  ପ୍ରେମର ପରିଭାସା କାହା ପାଇଁ କାମନାର ନିଆଁ ଅବା ବାତ୍ସାର ମହକ ହୋଇ ପାରେ ହେଲେ ସରୋଜଙ୍କ ପାଇଁ ଏହା ଭୋଗ ନୁହଁ ବରଂ ତ୍ୟାଗର ପ୍ରତୀକ ତାହା ସେ ପ୍ରମାଣ କରିଛନ୍ତି।  ପ୍ରେମ ଯେ, ରୂପ ଓ ସୌନ୍ଦର୍ଯ୍ୟ ଠାରୁ ବହୁ ଉର୍ଦ୍ଧ୍ୱରେ ଏବଂ ଦୁଇଟି ଆତ୍ମାର ପବିତ୍ର ବନ୍ଧନର ସେତୁ ବନ୍ଧ ସେହି ବାର୍ତ୍ତା ହିଁ ଆଜି ସମାଜକୁ ବାଣ୍ଟିଛନ୍ତି ଉଭୟେ ସରୋଜ ଏବଂ ପ୍ରମୋଦିନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story