ବଢ଼ିବ ବିଶ୍ଵବିଦ୍ୟାଳୟ ଓ କଲେଜ ଅଧ୍ୟାପକଙ୍କ ଦରମା

ଭୁବନେଶ୍ଵର: ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକଙ୍କ ଲାଗି କେନ୍ଦ୍ର ସରକାରଙ୍କ ଦିଓ୍ୱାଲି ଭେଟି। ଦେଶର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନଟର ମଞ୍ଜୁରୀ ମିଳିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ସୂଚନା ଅନୁସାରେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଅଧ୍ୟାପକମାନଙ୍କ ଦରମା ସେମାନଙ୍କ ମୂଳ ଦରମାର ପ୍ରାୟ ୨୨ରୁ ୨୮ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବିଭିନ୍ନ ବର୍ଗରେ ଅଧ୍ୟାପକମାନେ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 09:32 AM IST

Sports

Latest News

ଭୁବନେଶ୍ଵର: ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକଙ୍କ ଲାଗି କେନ୍ଦ୍ର ସରକାରଙ୍କ ଦିଓ୍ୱାଲି ଭେଟି। ଦେଶର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନଟର ମଞ୍ଜୁରୀ ମିଳିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ସୂଚନା ଅନୁସାରେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଅଧ୍ୟାପକମାନଙ୍କ ଦରମା ସେମାନଙ୍କ ମୂଳ ଦରମାର ପ୍ରାୟ ୨୨ରୁ ୨୮ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବିଭିନ୍ନ ବର୍ଗରେ ଅଧ୍ୟାପକମାନେ ୧୦ରୁ ୫୦ ହଜାର ପର୍ଯନ୍ତ ଅଧିକ ବେତନ ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୮ ଲକ୍ଷ ଅଧ୍ୟାପକ ଉପକୃତ ହେବେ। ଏହି ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରାପ୍ତ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଓ ୟୁଜିସି ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକମାନେ ମଧ୍ୟ ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story