ନବୀନଙ୍କ ସଂପର୍କରେ ୯ଟି କଥା

ଭୁବନେଶ୍ୱର:ଆଜି ହେଉଛି ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ୱୀ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ସେ ଓଡ଼ିଶାର ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ। ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କ’ଣ କରୁଥିଲେ, କେବେ ତାଙ୍କର ଜନ୍ମ ହୋଇଥିଲା, କେଉଁଠି ସେ ପାଠ ପଢ଼ିଥିଲେ, ରାଜନୀତି ବାଦ୍ ତାଙ୍କର ଆଉ କେଉଁ ଋଚି ଅଛି, ଏ ସଂପର୍କରେ ହୁଏତ ରାଜନୀତିରେ ରୁଚି ରଖୁଥିବା ଲୋକେ କିଛିଟା ଜାଣିଥିବେ। କିନ୍ତୁ ଆଜିକାଲିର ପିଲା ହୁଏତ ତାଙ୍କ ବିଷୟରେ ଅନେକ କିଛି ଜାଣି ନ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 07:13 PM IST

Sports

Latest News

ଭୁବନେଶ୍ୱର:ଆଜି ହେଉଛି ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ୱୀ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ସେ ଓଡ଼ିଶାର ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ। ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କ’ଣ କରୁଥିଲେ, କେବେ ତାଙ୍କର ଜନ୍ମ ହୋଇଥିଲା, କେଉଁଠି ସେ ପାଠ ପଢ଼ିଥିଲେ, ରାଜନୀତି ବାଦ୍ ତାଙ୍କର ଆଉ କେଉଁ ଋଚି ଅଛି, ଏ ସଂପର୍କରେ ହୁଏତ ରାଜନୀତିରେ ରୁଚି ରଖୁଥିବା ଲୋକେ କିଛିଟା ଜାଣିଥିବେ। କିନ୍ତୁ ଆଜିକାଲିର ପିଲା ହୁଏତ ତାଙ୍କ ବିଷୟରେ ଅନେକ କିଛି ଜାଣି ନ ଥିବେ। ଆସନ୍ତୁ ଜାଣିବା ନବୀନଙ୍କ ସଂପର୍କରେ ୯ଟି କଥା ।

୧- ନବୀନଙ୍କ ଜନ୍ମ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକର କରଣ ପରିବାରରେ ହୋଇଥିଲା ।

୨-ନବୀନଙ୍କ ପ୍ରାଥମିକ ଶିକ୍ଷା ଡେରାଡୁନର ପ୍ରସିଦ୍ଧ ୱେଲହାମ୍ ବଏଜ୍ ସ୍କୁଲରେ ହୋଇଥିଲା। ପରେ ସେ ଡୁନ୍ ସ୍କୁଲରେ ପାଠ ପଢ଼ିଥିଲେ।

୩-ଦିଲ୍ଲୀର କିରୋରି ମଲ୍ କଲେଜରେ ନବୀନ ଆର୍ଟସରେ ତାଙ୍କର ବାଚେଲର ଡିଗ୍ରୀ ହାସଲ କରିଥିଲେ।

୪-ଚାରିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ, କୈଶୋରରୁ ଯୌବନ ଯାଏଁ ରାଜନୀତି ଏବଂ ଓଡ଼ିଶାଠାରୁ ଦୂରେଇ ରହିଥିଲେ।

୫-ନବୀନ ଜଣେ ଲେଖକ। ଇଂରାଜୀ ଭାଷାରେ ତାଙ୍କର ତିନୋଟି ବହି ପ୍ରକାଶ ପାଇସାରିଛି।

୬-ତାଙ୍କ ଲିଖିତ ବହି ଗୁଡ଼ିକ ହେଲା- (୧) ଏ ସେକେଣ୍ଡ ପାରାଡାଇଜ୍, ଇଣ୍ଡିଆନ୍ କୋର୍ଟଲୀ ଲାଇଫ୍ ୧୫୯୦-୧୯୪୭ (୨) ଏ ଡେଜର୍ଟ କିଙ୍ଗଡମ୍ ଦି ପିପୁଲ୍ ଅଫ୍ ବିକାନିର୍ (୩) ଦି ଗାର୍ଡନ ଅଫ୍ ଲାଇଫ୍, ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ଦି ହିଲିଂ ପ୍ଲାଣ୍ଟସ ଅଫ୍ ଇଣ୍ଡିଆ

୭-ନବୀନଙ୍କ ଭାଇଙ୍କ ନାଁ ପ୍ରେମ ପଟ୍ଟନାୟକ ଓ ଭଉଣୀଙ୍କ ନାଁ ଗୀତା ମେହେଟ୍ଟା।

୮-ରାଜନୀତିରେ ପ୍ରବେଶ କରିବା ପରଠାରୁ ନବୀନ କ୍ଷମତାରେ ରହିଆସିଛନ୍ତି।

୯- ନବୀନ ଥରେ କେନ୍ଦ୍ର ମନ୍ତ୍ରୀ ଓ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story