ଉପକୂଳ ସୁରକ୍ଷା ଯୋଜନାରେ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରକୁ କୁହାଯାଇଛି: ମୁଖ୍ୟ ଶାସନ ସଚିବ  

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଉପକୂଳ ସୁରକ୍ଷା ଚିନ୍ତା ଘାରିଛି। ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓଡ଼ିଶା ସହ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ବିଶେଷ କରି ଓଡ଼ିଶାର ଉପକୂଳ ସୁରକ୍ଷା କିପରି ଭାବେ ସୁଦୃଢ଼ୀକରଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ସେହିପରି ଉପକୂଳ ସୁରକ୍ଷା ନେଇ ରାଜ୍ୟ ସାମ୍ନା କରୁଥିବା ସମସ୍ୟା ସଂପର୍କରେ କେନ୍ଦ୍ରକୁ ଅବଗତ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।  ଉପକୂଳ ସୁରକ୍ଷା […]

coastalsecurity

coastalsecurity

Rakesh Mallick
  • Published: Friday, 16 October 2015
  • Updated: 16 October 2015, 11:22 AM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଉପକୂଳ ସୁରକ୍ଷା ଚିନ୍ତା ଘାରିଛି। ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓଡ଼ିଶା ସହ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ବିଶେଷ କରି ଓଡ଼ିଶାର ଉପକୂଳ ସୁରକ୍ଷା କିପରି ଭାବେ ସୁଦୃଢ଼ୀକରଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ସେହିପରି ଉପକୂଳ ସୁରକ୍ଷା ନେଇ ରାଜ୍ୟ ସାମ୍ନା କରୁଥିବା ସମସ୍ୟା ସଂପର୍କରେ କେନ୍ଦ୍ରକୁ ଅବଗତ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।  ଉପକୂଳ ସୁରକ୍ଷା ଯୋଜନା ଅନୁସାରେ ଆନୁଷଙ୍ଗିକ ସହାୟତା ଏବଂ ରାଜ୍ୟକୁ ମିଳିବାକୁ ଥିବା ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ ଉପକୂଳ ଜିଲ୍ଲା ଗୁଡ଼ିକରେ ୮୧ ପ୍ରତିଶତ ମତ୍ସ୍ୟଜୀବୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ବାକି ମତ୍ସ୍ୟଜୀବୀଙ୍କୁ ନଭେମ୍ୱର ସୁଦ୍ଧା ପରିଚୟ ପତ୍ର ଦେବାକୁ ବୈଠକରେ ସ୍ଥିର ହୋଇଛି। ସେହିପରି ଉପକୂଳ ସୁରକ୍ଷା ନେଇ ରାଜ୍ୟ ରାଜ୍ୟ ମଧ୍ୟରେ କିପରି ସମନ୍ୱୟ ରହିବ ଏବଂ ମେରାଇନ୍ ପୋଲିସ ଷ୍ଟେସନକୁ କିପରି ସୁଦୃଢ଼ୀକରଣ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଏହି ଭିଡିଓ କନଫରେନ୍ସିଂରେ ରାଜ୍ୟ ଗୃହ ସଚିବ, ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story