ଏକାକୀ ଲଢ଼ିବ ‘ଉତ୍କଳ ଭାରତ’

ଭୁବନେଶ୍ୱର: ‘ଉତ୍କଳ ଭାରତ’ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଆଜି ଏହାର ସଭାପତି ଖାରବେଳ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଦଳ ‘ମୁଦି’ ଚିହ୍ନରେ ନିର୍ବାଚନ ଲଢ଼ିବ। ୧୩ଟି ଜିଲ୍ଲାରେ ୫୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଦଳ ପ୍ରାର୍ଥୀ ଛିଡ଼ା କରିଛି। ମୟୂରଭଞ୍ଜରେ ଦଳ ସର୍ବାଧିକ ୨୧ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଛି। ଗତ ବିଧାନସଭା ନିର୍ବାଚନରେ ଦଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ସହ ମାଠିଆ ଚିହ୍ନରେ ଲଢ଼ିଥିଲା।

Kharavela-Swain

Kharavela-Swain

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 01:22 PM IST

Sports

Latest News

ଭୁବନେଶ୍ୱର: ‘ଉତ୍କଳ ଭାରତ’ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଆଜି ଏହାର ସଭାପତି ଖାରବେଳ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, ଦଳ ‘ମୁଦି’ ଚିହ୍ନରେ ନିର୍ବାଚନ ଲଢ଼ିବ। ୧୩ଟି ଜିଲ୍ଲାରେ ୫୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଦଳ ପ୍ରାର୍ଥୀ ଛିଡ଼ା କରିଛି। ମୟୂରଭଞ୍ଜରେ ଦଳ ସର୍ବାଧିକ ୨୧ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଛି।

ଗତ ବିଧାନସଭା ନିର୍ବାଚନରେ ଦଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ସହ ମାଠିଆ ଚିହ୍ନରେ ଲଢ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story