ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ୬ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌, ୮୮ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୪୮ତମ ସମାବର୍ତ୍ତନ ଉତ୍ସବ ଆଜି ପାଳିତ ହୋଇଯାଇଛି।  ଏହି ଉତ୍ସବରେ ୬ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ପ୍ରଦାନ କରାଯାଇଥିବା ବେଳେ ୮୮ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଡକ୍ଟର ମୁକୁଟ ମିଞ୍ଜ, ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ଅରୁନ୍ଧତୀ ଦେବୀ, ଶରତ ଆଚାର୍ଯ୍ୟ, ଆର. ଭେଙ୍କଟରାଓ ଓ ସଞ୍ଜୟ ନାୟକଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ଉପାଧି ପ୍ରଦାନ  କରାଯାଇଛି। ୨୮୧ ଜଣଙ୍କୁ ପିଏଚ୍‌ଡି ଉପାଧି ପ୍ରଦାନ କରାଯାଇଛି। ସମାବର୍ତ୍ତନ ଉତ୍ସବ ସମାରୋହରେ କୁଳାଧିପତି ତଥା ରାଜ୍ୟପାଳ ଏସ.ସି. […]

Governor

Governor

Rakesh Mallick
  • Published: Friday, 03 February 2017
  • Updated: 03 February 2017, 11:02 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୪୮ତମ ସମାବର୍ତ୍ତନ ଉତ୍ସବ ଆଜି ପାଳିତ ହୋଇଯାଇଛି।  ଏହି ଉତ୍ସବରେ ୬ଜଣଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ପ୍ରଦାନ କରାଯାଇଥିବା ବେଳେ ୮୮ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି।

ଡକ୍ଟର ମୁକୁଟ ମିଞ୍ଜ, ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ଅରୁନ୍ଧତୀ ଦେବୀ, ଶରତ ଆଚାର୍ଯ୍ୟ, ଆର. ଭେଙ୍କଟରାଓ ଓ ସଞ୍ଜୟ ନାୟକଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ଉପାଧି ପ୍ରଦାନ  କରାଯାଇଛି।

୨୮୧ ଜଣଙ୍କୁ ପିଏଚ୍‌ଡି ଉପାଧି ପ୍ରଦାନ କରାଯାଇଛି।

ସମାବର୍ତ୍ତନ ଉତ୍ସବ ସମାରୋହରେ କୁଳାଧିପତି ତଥା ରାଜ୍ୟପାଳ ଏସ.ସି. ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos