ଉତ୍କଳ ବିଶ୍ୱବିଦ୍ୟାଳୟ ସିଟ୍‌ ସଂଖ୍ୟା ବୃଦ୍ଧି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି, ଏମ୍‌ଫିଲ୍‌ ଓ ପିଏଚ୍‌ଡି ସିଟ୍‌ ବୃଦ୍ଧି ଦାବିରେ ଛାତ୍ରଛାତ୍ରୀମାନେ ଆଜି କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ନାକ୍‌ଠାରୁ ଏ ପ୍ଲସ୍‌ ମାନ୍ୟତା ପାଇବା ପରେ ମଧ୍ୟ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରୁନାହାନ୍ତି। ତେଣୁ ବିଶ୍ୱବିଦ୍ୟାଳୟ ସିଟ୍‌ ସଂଖ୍ୟା ତୁରନ୍ତ ବଢ଼ାଯାଉ ବୋଲି ଦାବି କରି ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଏପରିକି ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

utkal university

utkal university

Rakesh Mallick
  • Published: Monday, 06 February 2017
  • Updated: 06 February 2017, 07:44 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story