ଲାଞ୍ଚ ନେଉଥିଲେ ହେଡ୍ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସରେ ଜାଲରେ ପଡ଼ିଗଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ। ଡିଗ୍ରୀ ସାର୍ଟିଫିକେଟ ଦେବାକୁ ପୂର୍ବତନ ଛାତ୍ରଠାରୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ହେଡ୍ କ୍ଲର୍କ ଉତ୍ତମ ରାଉତଙ୍କୁ  ମାଡ଼ିବସିଲା ଭିଜିଲାନ୍ସ।  ଭିଜିଲାନ୍ସ ତାଙ୍କଠାରୁ  ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି। ପୂର୍ବତନ ଛାତ୍ର ଜଣଙ୍କ ଡିଗ୍ରୀ ସାର୍ଟିଫିକେଟ ପାଇଁ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମଙ୍କ ନିକଟକୁ ଯାଇଥିଲେ। ସାର୍ଟିଫିକେଟ ଦେବାକୁ ତାଙ୍କୁ କହିଥିଲେ।  ସାର୍ଟିଫିକେଟ ନେଲେ ୧୦ […]

vigilance

vigilance

Tapaswini Nayak
  • Published: Tuesday, 23 August 2022
  • Updated: 23 August 2022, 02:06 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସରେ ଜାଲରେ ପଡ଼ିଗଲେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ। ଡିଗ୍ରୀ ସାର୍ଟିଫିକେଟ ଦେବାକୁ ପୂର୍ବତନ ଛାତ୍ରଠାରୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ହେଡ୍ କ୍ଲର୍କ ଉତ୍ତମ ରାଉତଙ୍କୁ  ମାଡ଼ିବସିଲା ଭିଜିଲାନ୍ସ।  ଭିଜିଲାନ୍ସ ତାଙ୍କଠାରୁ  ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।

ପୂର୍ବତନ ଛାତ୍ର ଜଣଙ୍କ ଡିଗ୍ରୀ ସାର୍ଟିଫିକେଟ ପାଇଁ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମଙ୍କ ନିକଟକୁ ଯାଇଥିଲେ। ସାର୍ଟିଫିକେଟ ଦେବାକୁ ତାଙ୍କୁ କହିଥିଲେ।  ସାର୍ଟିଫିକେଟ ନେଲେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉତ୍ତମ କହିଥିଲେ। ହେଲେ ଛାତ୍ର ଜଣଙ୍କ ୧୦ ହଜାର ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ। ପରେ ୮୫୦୦ରେ କଥା ତୁଟିଥିଲା।

ଛାତ୍ର ଜଣଙ୍କ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ହେଡ୍ କ୍ଲର୍କଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ସକାଳେ ଛାତ୍ର ଜଣଙ୍କ ହେଡ୍ କ୍ଲର୍କଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କ ପାଖରୁ  ଲାଞ୍ଚ ଟଙ୍କା ଜବତ କରିଥିଲା। ପରେ ଭିଜିଲାନ୍ସ ଟିମ୍ ହେଡ୍ କ୍ଲର୍କଙ୍କ ଢେଙ୍କାନାଳ ଘରେ ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story