ଟିକା ସରିଗଲା, ରାଜ୍ୟର ୯୦୦ କେନ୍ଦ୍ରରେ ଟିକାକରଣ ବନ୍ଦ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ। ସେ କହିଛନ୍ତି  ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ, ଅନ୍ୟ ଜିଲ୍ଲାରେ ବନ୍ଦ ରହିବ। ରାଜ୍ୟରେ ଏବେ ୨,୩୩,୦୦୦ ଡୋଜ୍‌ କୋଭିସିଲ୍ଡ, ୭୭,୯୬୦ ଡୋଜ କୋଭାକ୍ସିନ […]

Vaccine

Vaccine

Tapas Behera
  • Published: Sunday, 11 April 2021
  • Updated: 11 April 2021, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ। ସେ କହିଛନ୍ତି  ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ, ଅନ୍ୟ ଜିଲ୍ଲାରେ ବନ୍ଦ ରହିବ। ରାଜ୍ୟରେ ଏବେ ୨,୩୩,୦୦୦ ଡୋଜ୍‌ କୋଭିସିଲ୍ଡ, ୭୭,୯୬୦ ଡୋଜ କୋଭାକ୍ସିନ ଅଛି। ଏବଂ ଅଧତ୍କ ସଂକ୍ରମିତ ଜିଲ୍ଲାକୁ ଟିକାକରଣ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ ୭୯ ପଜିଟିଭ୍ ରୋଗୀ।  ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୦୮ ଏବଂ ଲୋକାଲ- ୫୭୧ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହିଥିବା ବେଳେ ଏଠାରୁ ୧୫୮ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ନୂଆପଡ଼ାରୁ ୯୦  ସମ୍ବଲପୁରରୁ ୮୬, ନବରଙ୍ଗପୁର- ୭୧, ବରଗଡ଼- ୬୮, କଟକ- ୫୬, ବଲାଙ୍ଗିର- ୫୪, ମୟୂରଭଞ୍ଜ- ୪୯, ପୁରୀ- ୪୩, ଭଦ୍ରକ- ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୩୩, ଗଞ୍ଜାମ- ୩୧, କଳାହାଣ୍ଡି ଓ କେନ୍ଦୁଝରରୁ ୩୦ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ଅନୁଗୁଳରୁ ୨୭, ରାୟଗଡ଼ା- ୨୫, ନୟାଗଡ଼- ୧୮, ସୁବର୍ଣ୍ଣପୁର- ୧୪, କୋରାପୁଟ- ୯, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୬ ଲେଖାଏଁ ଏବଂ ଦେବଗଡ଼, ଢେଙ୍କାନାଳ, ମାଲକାନଗିରିରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।  ସେହିପରି ଗଜପତିରୁ ୩, ବୌଦ୍ଧ ଜିଲ୍ଲାରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଷ୍ଟେଟ୍ ପୁଲରୁ ଗତ ୨୪ ଘଣ୍ଟାରେ ୩୫ ଜଣ ପଜିଟିଭି ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story