ବାଣୀବିହାରରୁ ୩ ମୃତଦେହ ଉଦ୍ଧାର ଘଟଣା: ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ, ସମସ୍ତେ କରିଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର: ବାଣୀବିହାରର ଷ୍ଟାଟିଷ୍ଟିକ୍ ବିଭାଗର ଲ୍ୟାବ୍ ଆଟେଣ୍ଡାଣ୍ଟ୍ ବ୍ରଜବନ୍ଧୁ ଆଚାର୍ଯ୍ୟ, ତାଙ୍କ ସ୍ତ୍ରୀ ପ୍ରତିଭା ଓ ପୁଅ ବିଶ୍ୱଜିତ୍ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ପାଇବା ପରେ ଶନିବାର କମିଶନରେଟ୍ ପୋଲିସ୍ ଏହି ସୂଚନା ଦେଇଛି। ନଭେମ୍ବର ୨୫ ତାରିଖରେ ବାଣୀବିହାର କ୍ୟାମ୍ପସ୍ ପରିସରରେ ଥିବା ସରକାରୀ କ୍ୱାର୍ଟର୍ସ ଜି-୨୦ରୁ ବ୍ରଜବନ୍ଧୁ, ତାଙ୍କ ପତ୍ନୀ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗ୍ୟାରେଜ୍ ଘରୁ ସେମାନଙ୍କ ଝୁଲନ୍ତା ଶବ ଉଦ୍ଧାର […]

vani-vihar-mrutyu

vani-vihar-mrutyu

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 11:16 AM IST

Sports

Latest News

ଭୁବନେଶ୍ୱର: ବାଣୀବିହାରର ଷ୍ଟାଟିଷ୍ଟିକ୍ ବିଭାଗର ଲ୍ୟାବ୍ ଆଟେଣ୍ଡାଣ୍ଟ୍ ବ୍ରଜବନ୍ଧୁ ଆଚାର୍ଯ୍ୟ, ତାଙ୍କ ସ୍ତ୍ରୀ ପ୍ରତିଭା ଓ ପୁଅ ବିଶ୍ୱଜିତ୍ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ପାଇବା ପରେ ଶନିବାର କମିଶନରେଟ୍ ପୋଲିସ୍ ଏହି ସୂଚନା ଦେଇଛି।

ନଭେମ୍ବର ୨୫ ତାରିଖରେ ବାଣୀବିହାର କ୍ୟାମ୍ପସ୍ ପରିସରରେ ଥିବା ସରକାରୀ କ୍ୱାର୍ଟର୍ସ ଜି-୨୦ରୁ ବ୍ରଜବନ୍ଧୁ, ତାଙ୍କ ପତ୍ନୀ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗ୍ୟାରେଜ୍ ଘରୁ ସେମାନଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ବ୍ରଜବନ୍ଧୁଙ୍କ ପୁଅ ବିଶ୍ୱଜିତ୍ ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ। ତେବେ ସେଥିରେ କ୍ଷତି ସହିଥିଲେ। ବ୍ୟବସାୟ ନାଁରେ ସେ ଅନେକ ଧାରଉଧାର କରିଥିଲେ। ପୁଣି ଗାଡ଼ି ଯୋଗାଇ ଦେବା ନାଁରେ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହେଉଥିଲା। ଟଙ୍କା ନ ଫେରାଇ ପାରିବାରୁ ସେ ଦୁଇ ମାସ ଧରି କ୍ୟାମ୍ପସ୍ ପରିସରରୁ ଉଭାନ୍ ହୋଇଯାଇଥିଲେ। ଫେରିବା ପରେ ଟଙ୍କା ସବୁ ଫେରାଇ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିଛି ଲୋକ ତାଙ୍କ ଘରକୁ ଆସି ଟଙ୍କା ମାଗୁ ଥିଲେ ଓ ଧମକଚମକ ମଧ୍ୟ ଦେଉଥିଲେ। ସେଥିପାଇଁ ବ୍ରଜବନ୍ଧୁଙ୍କ ଘରେ ପ୍ରତିଦିନ ଅଶାନ୍ତି ଲାଗି ରହୁଥିଲା। ତେଣୁ ମାନସିକ ଚାପରେ ଆସି ସେମାନେ ଏମିତି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story