ଆପୋଷ ଆଲୋଚନା କରି ବାଣୀବିହାରରେ ଛାତ୍ରସଂସଦ ନିର୍ବାଚନ କରାଯିବା ଉଚିତ୍: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆପୋଷ ଆଲୋଚନା କରି ବାଣୀବିହାର ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରାଯିବା ଉଚିତ୍। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ବଡ ନେତୃତ୍ୱ ତିଆରି କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ହେବା ଦରକାର। କାରଣ ଏସବୁ ହେଉଛି ପ୍ରାରମ୍ଭିକ ପାଠଶାଳା। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ନିଜେ ଛାତ୍ର ସଂସଦ ନିର୍ବାଚନ ଲଢ଼ିଥିଲେ। ତାଳଚେର ଭଳି ଏକ ଛୋଟ କଲେଜରେ ସେ ଛାତ୍ର ସଂସଦ ସଭାପତି ହୋଇଥିଲେ। […]

dharmendra

dharmendra

Rakesh Mallick
  • Published: Monday, 28 September 2015
  • Updated: 28 September 2015, 05:32 AM IST

Sports

Latest News

dharmendraଭୁବନେଶ୍ୱର: ଆପୋଷ ଆଲୋଚନା କରି ବାଣୀବିହାର ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରାଯିବା ଉଚିତ୍। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ବଡ ନେତୃତ୍ୱ ତିଆରି କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରସଂସଦ ନିର୍ବାଚନ ହେବା ଦରକାର। କାରଣ ଏସବୁ ହେଉଛି ପ୍ରାରମ୍ଭିକ ପାଠଶାଳା।

ଧର୍ମେନ୍ଦ୍ର କହିଛନ୍ତି ଯେ ସେ ନିଜେ ଛାତ୍ର ସଂସଦ ନିର୍ବାଚନ ଲଢ଼ିଥିଲେ। ତାଳଚେର ଭଳି ଏକ ଛୋଟ କଲେଜରେ ସେ ଛାତ୍ର ସଂସଦ ସଭାପତି ହୋଇଥିଲେ। ବାଣୀବିହାର ଛାତ୍ର ସଂସଦର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ି ସେ ହାରିଯାଇଥିଲେ। ରାଜ୍ୟର ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କଠାରୁ ସେ ସେତେବେଳେ ନିର୍ବାଚନ ହାରି ଯାଇଥିଲେ। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଛାତ୍ର ରାଜନୀତିରୁ ଆସିଛନ୍ତି। ସେ ବି ଛାତ୍ର ସଂସଦ ନିର୍ବାଚନ ଲଢ଼ିଥିଲେ ଓ ହାରି ଯାଇଥିଲେ। ଏବେ ସେ ତାଙ୍କ ଦଳର ଜଣେ ତୁଙ୍ଗ ନେତା। ଏଣୁ ଛାତ୍ର ସଂସଦ ନିର୍ବାଚନ ହେବା ଦରକାର। କେବଳ ବାଣୀବିହାର ନୁହେଁ, ରାଜ୍ୟର ସବୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବା ଉଚିତ୍। ଫଳରେ ଭବିଷ୍ୟତ ପାଇଁ ନୂଆ ରାଜନେତା ତିଆରି ହୋଇପାରିବେ। ସେ ସଂପୂର୍ଣ୍ଣ ଭାବେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଯିବା ସପକ୍ଷରେ ଅଛନ୍ତି।

ସୂଚନାଯୋଗ୍ୟ, ବାଣୀବିହାରର ପିଜି କାଉନସିଲ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ପିଜି କାଉନସିଲ୍ ବୈଠକରେ ଏନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ହିଂସାର ବାତାବରଣ ଲାଗି ରହିଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପିଜି କାଉନସିଲ୍ ଅଧ୍ୟକ୍ଷ ରଂଜନ ବଳ କହିଛନ୍ତି। ଚଳିତ ଶିକ୍ଷା ବର୍ଷରେ ଏଯାବତ ବିଶ୍ୱବିଦ୍ୟାଳୟ ପରିସରରେ ତିନିଟି ବଡ଼ ବଡ଼ ହିଂସାକାଣ୍ଡ ଘଟି ସାରିଲାଣି। ଏବେବି ଚାପାଉତ୍ତେଜନା ରହିଛି। ତେଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି। ଏନେଇ ସେମାନେ ଧାରଣା ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story