ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ହେବ ପରୀକ୍ଷଣ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଦିଆଯିବ ଏହି ଟିକା। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପଯର୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ଠାରେ ପରୀକ୍ଷଣ ହେବ। ଏନେଇ ସୂଚନା ଦେଇଛନ୍ତି  […]

iop-1-1

iop-1-1

Tapas Behera
  • Published: Sunday, 25 October 2020
  • Updated: 25 October 2020, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ହେବ ପରୀକ୍ଷଣ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଦିଆଯିବ ଏହି ଟିକା। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପଯର୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ଠାରେ ପରୀକ୍ଷଣ ହେବ। ଏନେଇ ସୂଚନା ଦେଇଛନ୍ତି  ଓଡ଼ିଶାରେ କ୍ନିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story