ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଛି। ଘଟଣା ଘଟିଛି ଖୋଦ୍ ରାଜଧାନୀରେ। ଭୁବନେଶ୍ୱର OUATର ସେଣ୍ଟ୍ରାଲ କ୍ଲିନିକ ଡାଇରେକ୍ଟର ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଏହି ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରଫେସର ଦାଶ କହିଛନ୍ତି,“କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ। ଚକ୍ରାନ୍ତର ଶିକାର ହୋଇଥାଇ ପାରେ ଏନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି। ତେବେ ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି।”

bbsr

bbsr

Rakesh Mallick
  • Published: Friday, 11 May 2018
  • Updated: 11 May 2018, 09:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଛି। ଘଟଣା ଘଟିଛି ଖୋଦ୍ ରାଜଧାନୀରେ। ଭୁବନେଶ୍ୱର OUATର ସେଣ୍ଟ୍ରାଲ କ୍ଲିନିକ ଡାଇରେକ୍ଟର ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଏହି ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ପ୍ରଫେସର ଦାଶ କହିଛନ୍ତି,“କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ। ଚକ୍ରାନ୍ତର ଶିକାର ହୋଇଥାଇ ପାରେ ଏନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି। ତେବେ ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story