ଭିଜିଲାନ୍ସ ଜାଲରେ ଡାକ୍ତର

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜର ଶିଶୁ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଡ଼. ଅନନ୍ତ କୁମାର ଦାସ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୁରଜ କୁମାର ଚୌହାନ୍ ନାମକ ଜଣେ ବ୍ୟକ୍ତିଙ୍କ ନବଜାତ ଶିଶୁର ଅପରେସନ୍ ପାଇଁ ପ୍ରଫେସର ଦାସ ଏହି ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ସୁରଜ ଭିଜିଲାନ୍ସ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସୁରଜ ଟଙ୍କ। ଦେଉଥିବା ବେଳେ ଭିଜିଲାନ୍ସ ହାତରେ […]

docter

docter

Rakesh Mallick
  • Published: Friday, 30 September 2016
  • Updated: 30 September 2016, 04:52 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜର ଶିଶୁ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଡ଼. ଅନନ୍ତ କୁମାର ଦାସ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ସୁରଜ କୁମାର ଚୌହାନ୍ ନାମକ ଜଣେ ବ୍ୟକ୍ତିଙ୍କ ନବଜାତ ଶିଶୁର ଅପରେସନ୍ ପାଇଁ ପ୍ରଫେସର ଦାସ ଏହି ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ସୁରଜ ଭିଜିଲାନ୍ସ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସୁରଜ ଟଙ୍କ। ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରଫେସର ଦାସ। ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos