ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର 

ଭଦ୍ରକ: ଭିଜିଲାନସ୍‌ ଜାଲରେ ଭଦ୍ରକର ସିଡିଏମଓ ଇନଚାର୍ଜ ଗୀତାଞ୍ଜଳି ପଟ୍ଟନାୟକ। ସାରଦା ସିକୁରିଟି ଓ  ଫାସିଲିଟି ସର୍ଭିସର ସୁପରଭାଇଜରଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୀତାଞ୍ଜଳିଙ୍କୁ ଭିଜିଲାନ୍ସ ଗିରଫ କରିଛି।  ଏହା ସହିତ ତାଙ୍କର ଗବସାହି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ସୁରକ୍ଷା କର୍ମୀଙ୍କ ଅକ୍ଟୋବର ମାସର ବିଲ୍‌ ପାସ୍‌ କରିବା ପାଇଁ ଗୀତାଞ୍ଜଳି ଟଙ୍କା ନେଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଗୀତାଞ୍ଜଳି ଭଦ୍ରକର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ […]

Bhadrak

Bhadrak

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 02:13 PM IST

Sports

Latest News

ଭଦ୍ରକ: ଭିଜିଲାନସ୍‌ ଜାଲରେ ଭଦ୍ରକର ସିଡିଏମଓ ଇନଚାର୍ଜ ଗୀତାଞ୍ଜଳି ପଟ୍ଟନାୟକ। ସାରଦା ସିକୁରିଟି ଓ  ଫାସିଲିଟି ସର୍ଭିସର ସୁପରଭାଇଜରଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୀତାଞ୍ଜଳିଙ୍କୁ ଭିଜିଲାନ୍ସ ଗିରଫ କରିଛି।  ଏହା ସହିତ ତାଙ୍କର ଗବସାହି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି।

ସୁରକ୍ଷା କର୍ମୀଙ୍କ ଅକ୍ଟୋବର ମାସର ବିଲ୍‌ ପାସ୍‌ କରିବା ପାଇଁ ଗୀତାଞ୍ଜଳି ଟଙ୍କା ନେଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଗୀତାଞ୍ଜଳି ଭଦ୍ରକର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story