ସେସୁ ମ୍ୟାଜେନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟଠାରୁ ଅଧିକ ଅର୍ଥ ରଖିଥିବା ଅଭିଯୋଗ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ମ୍ୟାନେଜର ସ୍ୱାଧୀନ ଗୌଡ଼ଙ୍କ ଲକ୍ଷ୍ମୀସାଗର ସ୍ଥିତ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଏହାଛଡ଼ା ସ୍ୱାଧୀନଙ୍କ ବଲାଙ୍ଗିର ଶ୍ୱଶୁର ଘର ସମେତ ୫ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।