ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଓଡ଼ିଆ ଗିରଫ

ସୁରତ(ଓଡ଼ିଶା ରିପୋର୍ଟର): ଓଡ଼ିଶା ବାହାରେ ଓଡ଼ିଆ ବଦନାମ। ଗୁଜରାଟରେ ଏମିତି ଏକ ଘଟଣା ରାଜ୍ୟ ପାଇଁ ଲଜ୍ଜା ଆଣିଛି। ପୁରୀ-ଓଖା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ସୂଚନା ପାଇ ଗାନ୍ଧିନଗର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଟ୍ରେନ୍‌ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ ୩ ଓଡ଼ିଆଙ୍କୁ ଗିରଫ କରିଛନ୍ତି। ଏମାନେ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 04:46 PM IST

Sports

Latest News

ସୁରତ(ଓଡ଼ିଶା ରିପୋର୍ଟର): ଓଡ଼ିଶା ବାହାରେ ଓଡ଼ିଆ ବଦନାମ। ଗୁଜରାଟରେ ଏମିତି ଏକ ଘଟଣା ରାଜ୍ୟ ପାଇଁ ଲଜ୍ଜା ଆଣିଛି। ପୁରୀ-ଓଖା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ସୂଚନା ପାଇ ଗାନ୍ଧିନଗର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଟ୍ରେନ୍‌ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ ୩ ଓଡ଼ିଆଙ୍କୁ ଗିରଫ କରିଛନ୍ତି। ଏମାନେ ସୁରତରୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଜ ହୋଇଛି। ଧରାପଡ଼ିଥିବା ବ୍ୟକ୍ତିମାନଙ୍କର ପରିଚୟ ଗୁଜରାଟ୍‌ ଭିଜିଲାନ୍ସ ବିଭାଗ ଘୋଷଣା କରିନି। କେବଳ ୩ ଓଡ଼ିଆ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଥିବା ଖବର ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos