ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସ୍‌ଡବ୍ଲ୍ୟୁଓ

ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅତିରିକ୍ତ ଡିଏସ୍‌ଡବ୍ଲ୍ୟୁଓ ଚନ୍ଦ୍ରା ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚନ୍ଦ୍ରାଙ୍କ ବରଗଡର ସରକାରୀ ଅଫିସ୍ ଓ ବରପାଲି ବାସଭବନରେ ଏକକାଳୀନ ଚଢଉ କରାଯାଇଛି। ଚଢ଼ାଉ ସମୟରେ ଚନ୍ଦ୍ରାଙ୍କର ବରଗଡରେ ଦୁଇଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ବାଇକ ଓ  ୩ଲକ୍ଷ ୫୪ ହଜାର ୪୨୦ଟଙ୍କା ଠାବ କରାଯାଇଛି। ଜଣେ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଦୁଇଟି ଟିମରେ […]

Vigilance Raid

Vigilance Raid

Tapaswini Nayak
  • Published: Tuesday, 23 November 2021
  • Updated: 23 November 2021, 11:44 AM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅତିରିକ୍ତ ଡିଏସ୍‌ଡବ୍ଲ୍ୟୁଓ ଚନ୍ଦ୍ରା ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଚନ୍ଦ୍ରାଙ୍କ ବରଗଡର ସରକାରୀ ଅଫିସ୍ ଓ ବରପାଲି ବାସଭବନରେ ଏକକାଳୀନ ଚଢଉ କରାଯାଇଛି। ଚଢ଼ାଉ ସମୟରେ ଚନ୍ଦ୍ରାଙ୍କର ବରଗଡରେ ଦୁଇଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ବାଇକ ଓ  ୩ଲକ୍ଷ ୫୪ ହଜାର ୪୨୦ଟଙ୍କା ଠାବ କରାଯାଇଛି।

ଜଣେ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଦୁଇଟି ଟିମରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି।  ସମ୍ବଲପୁର ଓ ବରଗଡ଼ର ଭିଜିଲାନ୍ସ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି। ବରପାଲିରେ ଚନ୍ଦ୍ରାଙ୍କ ଦୁଇମହଲା ଘର ରହିଛି।

ସୂଚନାଯୋଗ୍ୟ, ଚନ୍ଦ୍ରା ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।  ଭିଜିଲାନ୍ସ ଘଟଣାର ତଦନ୍ତ କରିବା ପରେ  ତାଙ୍କ ଘରେ  ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story