ଜବଦଖଲରେ ମଶାଣି: ଶବ ସଂସ୍କାର ପାଇଁ ତହସିଲ ଅଫିସରେ ପହଞ୍ଚିଲେ ଗ୍ରାମବାସୀ

ଉଦଳା (ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲିଛି ଶବାଧାର। ରାମନାମ ସତ୍ୟ ହେ… ଧ୍ୱନୀ ଦେଇ ପଛରେ ଚାଲିଛନ୍ତି ପରିଜନ ଓ ଗାଁ ଲୋକ। ଆଜି ଏହି ଶବାଧାର ମଶାଣିକୁ ଯାଉନଥିଲା। ଦାବି ହାସଲ ପାଇଁ ଗାଁ ଲୋକେ ଶବକୁ ବୋହି ନେଉଛନ୍ତି ତହସିଲଦାରଙ୍କ କାର୍ଯ୍ୟାଳୟ ଆଗକୁ। ୪ କିଲୋମିଟର ପଥ ଅତିକ୍ରମ କରି ମୃତଦେହକୁ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ରଖି ଧାରଣା ଦେଇଥିଲେ ଗାଁ ଲୋକେ। ଶବଦାହ କେଉଁଠି କରିବେ ବୋଲି ତହସିଲଦାରଙ୍କୁ ଗାଁ ଲୋକେ ପଚାରିଥିଲେ? […]

After Death

After Death

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 04:31 PM IST

ଉଦଳା (ଓଡ଼ିଶା ରିପୋର୍ଟର): ରାସ୍ତାରେ ଚାଲିଛି ଶବାଧାର। ରାମନାମ ସତ୍ୟ ହେ... ଧ୍ୱନୀ ଦେଇ ପଛରେ ଚାଲିଛନ୍ତି ପରିଜନ ଓ ଗାଁ ଲୋକ। ଆଜି ଏହି ଶବାଧାର ମଶାଣିକୁ ଯାଉନଥିଲା। ଦାବି ହାସଲ ପାଇଁ ଗାଁ ଲୋକେ ଶବକୁ ବୋହି ନେଉଛନ୍ତି ତହସିଲଦାରଙ୍କ କାର୍ଯ୍ୟାଳୟ ଆଗକୁ। ୪ କିଲୋମିଟର ପଥ ଅତିକ୍ରମ କରି ମୃତଦେହକୁ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ରଖି ଧାରଣା ଦେଇଥିଲେ ଗାଁ ଲୋକେ। ଶବଦାହ କେଉଁଠି କରିବେ ବୋଲି ତହସିଲଦାରଙ୍କୁ ଗାଁ ଲୋକେ ପଚାରିଥିଲେ? ଏପରି ଏକ ସମ୍ୱେଦନଶୀଳ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ତହସିଲ ଅଞ୍ଚଳରେ ଘଟିଛି।

ଉଦଳା ଥାନା ଅନ୍ତର୍ଗତ ଉର୍ମଳ ଗାଁରେ ଥିଲା ଏକ ମଶାଣି। ମାତ୍ର ଏହି ମଶାଣି ଏବେ ଜବରଦଖଲରେ ରହିଛି। ଯାହାଦ୍ୱାରା ଗାଁରେ କାହାରି ମୃତ୍ୟୁ ହେଲେ ଶବଦାହ ପାଇଁ ବହୁ ଅସୁବିଧା ହେଉଛି। ଏନେଇ ଗାଁ ଲୋକେ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ। ମାତ୍ର ପ୍ରଶାସନ ଏଥିପ୍ରତି ତିଳେମାତ୍ର ଧ୍ୟାନ ଦେଉନଥିଲା। ତେବେ ଗତକାଲି ଲକ୍ଷ୍ମୀମଣି ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଗାଁ ଲୋକେ ମୃତଦେହକୁ ସଂସ୍କାର ପାଇଁ ମଶାଣିକୁ ନେଇ ଯାଇଥିଲେ। ମାତ୍ର ଜବରଦଖଲକାରୀ ଶବ ସଂସ୍କାର କରିବାକୁ ଦେଇନଥିଲେ।

ଆଜି ଗାଁ ଲୋକେ ଲକ୍ଷ୍ମୀଙ୍କ ମୃତଦେହକୁ କୋକେଇରେ ବାନ୍ଧି ୪ କିଲୋମିଟର ଦୂର ତହସିଲଦାର ଅଫିସକୁ ବୋହି ନେଇଯାଇଥିଲେ। ପରେ ସେଠାରେ ମୃତଦେହ ରଖି ଧାରଣାରେ ବସିଥିଲେ। ଦାବି ଶୀଘ୍ର ପୂରଣ ହେବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ପରିବାର ଲୋକେ ମୃତଦେହକୁ ନେଇ ସଂସ୍କାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story