କେହି ଶୁଣିଲେନି, ଶେଷରେ ରାସ୍ତାରେ ଧାନ ରୋଇଦେଲେ ଗ୍ରାମବାସୀ

ବିନିକା(ଓଡ଼ିଶା ରିପୋର୍ଟର):ଗାଁରେ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ କରିଛନ୍ତି ଅଭିନବ ପ୍ରତିବାଦ। କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀ ମାନେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲରେ। ଅଭିଯୋଗ ଅନୁସାରେ ମୁଖ୍ୟ ରାସ୍ତାଠାରୁ ୪କିଲୋମିଟର ଦୂରରେ ଗାଁ ରହିଛି। ଏହି ରାସ୍ତା ସିଧାସଳଖ ଅଇଁଲାମୁଣ୍ଡା, ଅରିଗାଁ, ସିଂଘିଯୁବା, ଏସ୍ ରାମପୁର ସହ ବିନିକା ସହରକୁ ଯୋଗାଯୋଗ କରୁଛି। ରାସ୍ତା ଉପରେ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି। […]

binika,,,

binika,,,

Tapaswini Nayak
  • Published: Monday, 19 August 2019
  • Updated: 19 August 2019, 04:18 PM IST

Sports

Latest News

ବିନିକା(ଓଡ଼ିଶା ରିପୋର୍ଟର):ଗାଁରେ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ କରିଛନ୍ତି ଅଭିନବ ପ୍ରତିବାଦ। କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀ ମାନେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲରେ।

ଅଭିଯୋଗ ଅନୁସାରେ ମୁଖ୍ୟ ରାସ୍ତାଠାରୁ ୪କିଲୋମିଟର ଦୂରରେ ଗାଁ ରହିଛି। ଏହି ରାସ୍ତା ସିଧାସଳଖ ଅଇଁଲାମୁଣ୍ଡା, ଅରିଗାଁ, ସିଂଘିଯୁବା, ଏସ୍ ରାମପୁର ସହ ବିନିକା ସହରକୁ ଯୋଗାଯୋଗ କରୁଛି। ରାସ୍ତା ଉପରେ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି। ତେବେ ଆଜିସୁଦ୍ଧା ମାଟି ମୁଠାଏ ପଡ଼ି ନଥିବାରୁ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାସ୍ତା ତିଆରି ପାଇଁ ଗ୍ରାମବାସୀ ପ୍ରତିବର୍ଷ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କ ନିକଟରେ ଗୁହାରୀ କରୁଛନ୍ତି। ତେବେ କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଉତ୍ତ୍ୟକ୍ତ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story