ହଟହଟା ହେଲେ ତହସିଲଦାର

ନୀଳଗିରି(ଓଡ଼ିଶା ରିପୋର୍ଟର):ହଟହଟା ହେଲେ ତହସିଲଦାର। ଏକ ବାଲି ବୋଝେଇ ଟ୍ରକ୍‌କୁ  ଅଟକ ରଖିବାକୁ ଯାଇ ନିଜେ ଅଟକ ରହିଲେ ତହସିଲଦାର।  ଆଜି ଅପରାହ୍ନରେ ଏକ ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ମଛୁଆ ଅଞ୍ଚଳରେ  ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପ୍ରୟାସ କରିଥିଲେ । ହେଲେ ଗ୍ରାମବାସୀ ଟ୍ରକର ପରମିଟ ଠିକଅଛି ଯୁକ୍ତି ବାଢି ଉକ୍ତ ସ୍ଥାନରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ।