ଭିମ୍‌ସାର ନିର୍ଦ୍ଦେଶକଙ୍କ ଘରକୁ ପଥରମାଡ଼ ଘଟଣା: ଅଭିଯୁକ୍ତକୁ ଗିରଫ ନ କଲେ କାଲି ବୁର୍ଲା ବନ୍ଦ ଚେତାବନୀ

ସମ୍ବଲପୁର: ଭିମ୍‌ସାର  ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ କ୍ୱାର୍ଟର୍ସ ଉପରେ ଆକ୍ରମଣ ଘଟଣାରେ ପ୍ରତିବାଦରେ ସ୍ୱର ତେଜିବାରେ ଲାଗିଛି।  ପୂଜାହାରୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଡାକ୍ତର ଏବଂ ପିଜି ଛାତ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ। ନଚେତ୍ ଆସନ୍ତାକାଲି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ନେଇ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ନିର୍ଦ୍ଦେଶକଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତଦନ୍ତ ପୂର୍ବରୁ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ […]

vimsar

vimsar

Rakesh Mallick
  • Published: Sunday, 30 July 2017
  • Updated: 30 July 2017, 02:23 PM IST

Sports

Latest News

ସମ୍ବଲପୁର: ଭିମ୍‌ସାର  ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ କ୍ୱାର୍ଟର୍ସ ଉପରେ ଆକ୍ରମଣ ଘଟଣାରେ ପ୍ରତିବାଦରେ ସ୍ୱର ତେଜିବାରେ ଲାଗିଛି।  ପୂଜାହାରୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଡାକ୍ତର ଏବଂ ପିଜି ଛାତ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ। ନଚେତ୍ ଆସନ୍ତାକାଲି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ନେଇ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ନିର୍ଦ୍ଦେଶକଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତଦନ୍ତ ପୂର୍ବରୁ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ ହୋଇଛି। କାଜୁଆଲିଟିରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ତଥ୍ୟକୁ ଉଡ଼ାଇ ଯାଇଥିବା ସୂଚନା ମିଳିଛି। ତେଣୁ ଉଡ଼ା ଯାଇଥିବା ତଥ୍ୟକୁ ପାଇବା ପାଇଁ ହାର୍ଡଡିସ୍କକୁ ଚଣ୍ଡୀଗଡ଼ ପଠାଯାଇଥିବା କହିଛନ୍ତି ସମ୍ବଲପୁର ଏସ୍‌ଡିପିଓ।

ନିର୍ଦ୍ଦେଶକ ପୂଜାହାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇ ଡାକ୍ତର ଓ ୧୫୦ ଜଣ ପିଜି ଛାତ୍ରଙ୍କ ନାଁରେ ମାମଲା ରୁଜୁ କରିଛି।  ଅଭିଯୁକ୍ତ ଦୁଇ ଡାକ୍ତର ହେଉଛନ୍ତି ଡାକ୍ତର ବଳଭଦ୍ର ସାମନ୍ତରୟ ଏବଂ ଡାକ୍ତର ବିନୋଦ ପ୍ରସାଦ ବାରିକ।  ତେବେ ସଂପୃକ୍ତ ଦୁଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story