ଭିମ୍‌ସାର ନିର୍ଦ୍ଦେଶକଙ୍କ ଘରକୁ ପଥରମାଡ଼ ଘଟଣା: ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶକ ଦେଲେ ୩ଟି ପ୍ରସ୍ତାବ

ସମ୍ବଲପୁର: ଭିମ୍‌ସାର ନିର୍ଦ୍ଦେଶକଙ୍କ କ୍ୱାର୍ଟର୍ସ ଉପରେ ଆକ୍ରମଣ ଘଟଣାକୁ ନେଇ ସ୍ଥିତି ଜଟିଳ ହେବାରେ ଲାଗିଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଲୋକେ ଆସନ୍ତାକାଲି ବୁର୍ଲା ବନ୍ଦ ଡାକରା ଦେଇଛନ୍ତି। ଅନ୍ୟପକ୍ଷରେ ପିଜି ଛାତ୍ରମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ନିର୍ଦ୍ଦେଶକ ସମସ୍ୟାର ସମାଧାନ ପାଇଁ ୩ଟି ପ୍ରସ୍ତାବ ଦେବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ବିବାଦୀୟ ପରିସ୍ଥିତିକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବା ପିଜି ଛାତ୍ରଛାତ୍ରୀଙ୍କୁ ଏସ୍‌ସିବି ପିଜି ଛାତ୍ରମାନେ […]

vimsar

vimsar

Rakesh Mallick
  • Published: Sunday, 30 July 2017
  • Updated: 30 July 2017, 10:26 PM IST

Sports

Latest News

ସମ୍ବଲପୁର: ଭିମ୍‌ସାର ନିର୍ଦ୍ଦେଶକଙ୍କ କ୍ୱାର୍ଟର୍ସ ଉପରେ ଆକ୍ରମଣ ଘଟଣାକୁ ନେଇ ସ୍ଥିତି ଜଟିଳ ହେବାରେ ଲାଗିଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଲୋକେ ଆସନ୍ତାକାଲି ବୁର୍ଲା ବନ୍ଦ ଡାକରା ଦେଇଛନ୍ତି। ଅନ୍ୟପକ୍ଷରେ ପିଜି ଛାତ୍ରମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ନିର୍ଦ୍ଦେଶକ ସମସ୍ୟାର ସମାଧାନ ପାଇଁ ୩ଟି ପ୍ରସ୍ତାବ ଦେବା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।

ବିବାଦୀୟ ପରିସ୍ଥିତିକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବା ପିଜି ଛାତ୍ରଛାତ୍ରୀଙ୍କୁ ଏସ୍‌ସିବି ପିଜି ଛାତ୍ରମାନେ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶକ ୩ଟି ବିକଳ୍ପ କଥା କହିଛନ୍ତି। ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କହିଛନ୍ତି- “ମାଡ଼ ମାରିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ କ୍ଷମା ପ୍ରାର୍ଥନା କର। ମୋ ଘରେ ଭିଆଇଥିବା କାଣ୍ଡ ପାଇଁ ଭୁଲ ସ୍ୱୀକାର କର। ଶାନ୍ତିଶୃଙ୍ଖଳା ପାଇଁ ପୋଲିସକୁ ଲିଖିତ ପ୍ରତିଶ୍ରୁତି ଦିଅ।”

ପୂଜାହାରୀ ଆହୁରି କହିଛନ୍ତି ଯେ, ଯଦି ଏହି ୩ଟି ପ୍ରସ୍ତାବରେ ରାଜି ନ ହେବ ତେବେ ବିକଳ୍ପ ପଦକ୍ଷେପ ନିଆଯିବ। ଏହାସହ ଗଣ୍ଡଗୋଳକାରୀଙ୍କୁ ଗିରଫ ଓ ବହିଷ୍କାର କରାଯିବାକୁ ସେ ଦାବି କରିଛନ୍ତି। ଅଶାନ୍ତି ସୃଷ୍ଟି କଲେ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story