ଭୋଟ ପାଇଁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ

ରାୟଗଡ଼ା: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ତୁଡୁକା ବାହାଲ ପଞ୍ଚାୟତର ବାଲିଆ ଆଖଡ଼ା ଗାଁରେ ଜଣେ ନିର୍ଦ୍ଦିଷ୍ଟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ନାୟକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଏନେଇ କୌଣସି ଦଳ ନିର୍ଦ୍ଦିଷ୍ଟ ଭାବେ ଏପର୍ଯ୍ୟନ୍ତ କିଛି ଅଭିଯୋଗ କରିନାହାନ୍ତି।  ବିନୋଦ କିମ୍ୱା ବିଜେଡି ପକ୍ଷରୁ […]

raygada

raygada

Rakesh Mallick
  • Published: Monday, 20 February 2017
  • Updated: 20 February 2017, 06:35 PM IST

Sports

Latest News

ରାୟଗଡ଼ା: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ତୁଡୁକା ବାହାଲ ପଞ୍ଚାୟତର ବାଲିଆ ଆଖଡ଼ା ଗାଁରେ ଜଣେ ନିର୍ଦ୍ଦିଷ୍ଟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ନାୟକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।

ଏନେଇ କୌଣସି ଦଳ ନିର୍ଦ୍ଦିଷ୍ଟ ଭାବେ ଏପର୍ଯ୍ୟନ୍ତ କିଛି ଅଭିଯୋଗ କରିନାହାନ୍ତି।  ବିନୋଦ କିମ୍ୱା ବିଜେଡି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story