ଭୋଟ ବାକ୍ସ ଲୁଟ୍‌ ଉଦ୍ୟମ: ଧସ୍ତାଧସ୍ତିରେ ୪ ପୋଲିସ୍‌ କର୍ମଚାରୀ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଗୁଉମୀ ବୁଥ୍‌ରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଲୁଟ୍‌ କରିବାକୁ ଉଦ୍ୟମ କଲା ବେଳେ ପୋଲିସ୍‌ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଶରଣକୁଳ ଥାନା ଆଇଆଇସି ମନୋଜ ଶତପଥୀ ଓ ଅନ୍ୟ ୩ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ମନୋଜଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି। ଲୁଟେରାମାନେ ଭୋଟ ବାକ୍ସ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। […]

police

police

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 11:04 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଗୁଉମୀ ବୁଥ୍‌ରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଲୁଟ୍‌ କରିବାକୁ ଉଦ୍ୟମ କଲା ବେଳେ ପୋଲିସ୍‌ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଶରଣକୁଳ ଥାନା ଆଇଆଇସି ମନୋଜ ଶତପଥୀ ଓ ଅନ୍ୟ ୩ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ମନୋଜଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି। ଲୁଟେରାମାନେ ଭୋଟ ବାକ୍ସ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ସୂଚନା ଯୋଗ୍ୟ, ଭୋଟ ଗଣତି ଆରମ୍ଭ ହେବା ପୂର୍ବରୁ ମତଦାନ ଠିକ୍‌ ନ ଥିବା ଦର୍ଶାଇ କିଛି ଦୁର୍ବୃତ୍ତ ବୁଥ ଭିତରକୁ ଧସେଇ ପଶିଥିଲେ। ପୋଲିସ୍‌ ସେମାନଙ୍କୁ ବାଧା ଦେବାରୁ  ଘଟଣାସ୍ଥଳରେ ଧସ୍ତାଧସ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story