ଫିକା ପଡ଼ିଲା ଗୁରୁ ଦିବସ: କାନ୍ଥ ପଡ଼ି ଛାତ୍ରର ପ୍ରାଣ ଗଲା

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଆଜି ଗୁରୁଦିବସ। ଗୁରୁଙ୍କୁ ପୂଜା କରିବାକୁ ଆସିଥିବା ବେଳେ ସ୍କୁଲ କାନ୍ଥ ପଡ଼ି ଜଣେ ଛାତ୍ରର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲିକୋଟ ବାଣିଆ ୟୁଜି ଏମ୍‌ଇ ସ୍କୁଲରେ ଘଟିଛି। ଏହି ଘଟଣା ପରେ ସ୍କୁଲରେ ଶୋକର ଛାୟା ଖେଳିଯାଇଛି।

ଆଜି ଗୁରୁ ଦିବସ ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜା କରିବା ପାଇଁ ଗାଧୋଇ ହାତରେ ଫୁଲ ଧରି ସ୍କୁଲ ଆସିଥିଲେ। ଗୁରୁଙ୍କୁ ପୂଜା କରିବା ପାଇଁ ସମସ୍ତେ ଛାତ୍ରଛାତ୍ରୀ ଏକତ୍ର ହୋଇଥିଲେ। ଏହି ସମୟରେ ନିର୍ମାଣାଧୀନ ସ୍କୁଲ କାନ୍ଥକୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ କାନ୍ଥ ଭାଙ୍ଗି ଛାତ୍ରଙ୍କ ଉପରେ ପଡ଼ିଥିଲା। ଉପସ୍ଥିତ ଶିକ୍ଷକମାନେ ଗୁରୁତର ଆହତ ଛାତ୍ରଙ୍କୁ ଉଦ୍ଧାର କରି ଖଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’