ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ଦୁର୍ଦ୍ଦାନ୍ତ ପିଏଲ୍‌ଏଫ୍‌ଆ ସଦସ୍ୟ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ପୁଲିସ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ।  ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ଥିଲା। ଏହାସହ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସକ୍ରିୟ ଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି […]

plfi...

plfi...

Tapaswini Nayak
  • Published: Thursday, 19 September 2019
  • Updated: 19 September 2019, 06:04 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ଦୁର୍ଦ୍ଦାନ୍ତ ପିଏଲ୍‌ଏଫ୍‌ଆ ସଦସ୍ୟ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ପୁଲିସ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ। 

ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ଥିଲା। ଏହାସହ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସକ୍ରିୟ ଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି ଭଳି ୧୫ ଟି ମାମଲା ରହିଛି। ସେଥିରୁ ୭ଟି ହତ୍ୟା ମାମଲା ଝାରଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଏହାଛଡ଼ା ହାତିବାରି ଅଞ୍ଚଳରେ  ଥିବା ଏକ ସମବାୟ ସମିତି ଲୁଟ୍‌ ଘଟଣାରେ ସେ ସମ୍ପୃକ୍ତ ଥିବା ଡିଆଇଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story