ପଶ୍ଚିମ ଓଡିଶା ବନ୍ଦ ଡାକରାରେ ସାମିଲ ହେଲାନି ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ପଶ୍ଚିମ ଓଡିଶାରେ ହାଇକୋର୍ଟାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସିଏସି(ପଶ୍ଚିମ ଓଡ଼ିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି)ସଙ୍ଗଠନ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତି ହେଉଥିବା ଏହି ବନ୍ଦ ଡାକରାରେ ସାମିଲ ହୋଇନାହିଁ ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ । ଉକ୍ତ ସଙ୍ଗଠନ ପୂର୍ବରୁ ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛି । ପାଟଣାଷ୍ଟେଟ୍‌ ସମୟରେ ବଲାଙ୍ଗିରରେ ହାଇକୋର୍ଟର […]

advocate-_2 (1)

advocate-_2 (1)

Rakesh Mallick
  • Published: Monday, 19 February 2018
  • Updated: 19 February 2018, 11:18 PM IST

Sports

Latest News

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ପଶ୍ଚିମ ଓଡିଶାରେ ହାଇକୋର୍ଟାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସିଏସି(ପଶ୍ଚିମ ଓଡ଼ିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି)ସଙ୍ଗଠନ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତି ହେଉଥିବା ଏହି ବନ୍ଦ ଡାକରାରେ ସାମିଲ ହୋଇନାହିଁ ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ । ଉକ୍ତ ସଙ୍ଗଠନ ପୂର୍ବରୁ ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛି । ପାଟଣାଷ୍ଟେଟ୍‌ ସମୟରେ ବଲାଙ୍ଗିରରେ ହାଇକୋର୍ଟର ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଥିଲା । ତେଣୁ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବା ଯୁକ୍ତିଯୁକ୍ତ ବୋଲି ଦାବି କରିଥିଲା ବଲାଙ୍ଗିର ଜିଲ୍ଳା ଓକିଲ ସଂଘ । କିନ୍ତୁ ସିଏସି ମାଧ୍ୟମରେ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଚକ୍ରାନ୍ତ  ଚଲିଥିବାରୁ ଏହି ଆନ୍ଦୋଳନରେ ଓକିଲ ସଂଘ ସାମିଲ ହୋଇ ନ ଥିବା ସୂଚନା ଦେଇଛନ୍ତି ସଭାପତି ରାଧାକାନ୍ତ ମହାକୁଡ । ଏହା ସହିତ ଆସନ୍ତା ୨୩ ତାରିଖରେ ବଲାଙ୍ଗୀର ଜିଲ୍ଳାର ବିଭିନ୍ନ ସଂଗଠନକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ମହାକୁଡ। ବଲାଙ୍ଗିର ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇ ନ ଥିବାରୁ ଜିଲ୍ଳାରେ କୋର୍ଟ, କଚେରୀ, ଅଫିସ, ବ୍ୟାଙ୍କ ସବୁ ଖୋଲା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story