ଆତ୍ମଘୋଷିତ ବାବାଙ୍କ ଆଶ୍ରମରୁ କୁଆଡେ ଗଲେ ପିପିଲି ଯୁବତୀ?

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମଘୋଷିତ ବାବା ବୀରେନ୍ଦର ଦେବ ଦୀକ୍ଷିତଙ୍କ ଆଶ୍ରମରେ ଥିବା ଜଣେ ଓ଼ଡ଼ିଆ ଯୁବତୀଙ୍କ ପତ୍ତା ମିଳୁନି। ଆଶ୍ରମରେ ପୋଲିସ ଖୋଳତାଡ଼ ପରେ ଯୁବତୀଙ୍କ ସହ ଫୋନରେ ଯୋଗାଯୋଗ ହୋଇପାରୁନି। ସେପେଟ ଆଧ୍ୟାତ୍ମିକ ବିଶ୍ୱ ବିଶ୍ୱବିଦ୍ୟାଳୟରେ ଯୌନ କେଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ବାବାଙ୍କ ଆଶ୍ରମରେ ଜେଲ୍‌ ଭଳି ସୁଡଙ୍ଗ ରହିଛି। ଥରେ ଜଣେ ପ୍ରବେଶ କଲେ ବାହାରକୁ ଆସିପାରିବା କଷ୍ଟକର। ଦିଲ୍ଲୀ ରୋହିଣୀସ୍ଥିତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଆଶ୍ରମରେ […]

where-is-odia-girl

where-is-odia-girl

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 08:09 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆତ୍ମଘୋଷିତ ବାବା ବୀରେନ୍ଦର ଦେବ ଦୀକ୍ଷିତଙ୍କ ଆଶ୍ରମରେ ଥିବା ଜଣେ ଓ଼ଡ଼ିଆ ଯୁବତୀଙ୍କ ପତ୍ତା ମିଳୁନି। ଆଶ୍ରମରେ ପୋଲିସ ଖୋଳତାଡ଼ ପରେ ଯୁବତୀଙ୍କ ସହ ଫୋନରେ ଯୋଗାଯୋଗ ହୋଇପାରୁନି। ସେପେଟ ଆଧ୍ୟାତ୍ମିକ ବିଶ୍ୱ ବିଶ୍ୱବିଦ୍ୟାଳୟରେ ଯୌନ କେଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ବାବାଙ୍କ ଆଶ୍ରମରେ ଜେଲ୍‌ ଭଳି ସୁଡଙ୍ଗ ରହିଛି। ଥରେ ଜଣେ ପ୍ରବେଶ କଲେ ବାହାରକୁ ଆସିପାରିବା କଷ୍ଟକର।

ଦିଲ୍ଲୀ ରୋହିଣୀସ୍ଥିତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଆଶ୍ରମରେ ଓଡ଼ିଆ ଯୁବତୀ ରହୁଥିଲେ। ଆଧ୍ୟାତ୍ମିକ ଶିକ୍ଷା ନାଁରେ ଆଶ୍ରମରେ କଳା କରାନାମା ଘଟଣାର ପର୍ଦ୍ଦାଫାସ ପରେ ଏବେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଏହି ଯୁବତୀଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଛି। ପରିବାର ଲୋକଙ୍କ କହିବା ଅନୁୟାୟୀ, ୨୦୧୫ରୁ ଏହି ଆଶ୍ରମରେ ସେ ରହି ଆସୁଥିଲେ। ଗତବର୍ଷ ସେମାନେ ଆଶ୍ରମ ଯାଇ ଝିଅକୁ ଦେଖା ଆସିଥିଲେ। ପରେ ଯୁବତୀ ଜଣକ ଘରକୁ ନିୟମିତ ବ୍ୟବଧାନରେ ଫୋନ୍‌ କରୁଥିଲେ। ଆଶ୍ରମରେ ସବୁ ଠିକଠାକ୍ ଥିବା ପରିବାର ଲୋକଙ୍କୁ ଯୁବତୀ ଜଣକ ଫୋନ୍ କହିଥିଲେ। ହେଲେ ପୋଲିସର ଚଢ଼ାଉ ପରେ ଗତ ଗୁରୁବାରଠାରୁ ଝିଅ ସହ ଆଉ ଫୋନରେ ଯୋଗାଯୋଗ ସମ୍ଭବ ହେଉନଥିବା ପରିବାର ଲୋକେ କହିଛନ୍ତି।

ଯୁବତୀଙ୍କ ମାଆ କହିଛନ୍ତି-“ଗତକାଲି ଆମେ ଆଶ୍ରମ ଫୋନ୍‌ କରିଥିଲୁ। ଫୋନ୍‌ ଲାଗିଲା। ମାତ୍ର କଥା ହୋଇପାରିବେ ନାହିଁ ବୋଲି ଜଣେ କହିଥିଲେ। ଆଜି ମଧ୍ୟ ଫୋନ୍‌ କରିଥିଲୁ। ମାତ୍ର ସେପଟରୁ ସମାନ ଉତ୍ତର ଆସିଥିଲା।”

ଅନ୍ୟପକ୍ଷରେ ବାବା ବୀରେନ୍ଦର ଦେବ ଦୀକ୍ଷିତଙ୍କ କଳା ସାମ୍ରାଜ୍ୟର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଗଲା ୩ ଦିନ ଧରି ପୋଲିସ ରୋହିଣୀସ୍ଥିତ ମୁଖ୍ୟ ଆଶ୍ରମ ଓ ୨ଟି ବ୍ରାଞ୍ଚରେ ଚଢାଉ କରିଛି। ୩ ଆଶ୍ରମରୁ ଉଦ୍ଧାର ହେଲେଣି ୪୬ ଯୁବତୀ। ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଜେଲ ଭଳି ପରିବେଶରେ ରଖୁଥିଲେ ବାବା। ଆଉ ସେମାନଙ୍କୁ ବଳପୂର୍ବକ ଯୌନ ଶୋଷଣ କରାଯାଉଥିବା କଥା ସମ୍ନାକୁ ଆସିଛି। ଏହି କେଳେଙ୍କାରୀ ପରେ ବାବାଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏପରିକି ଉଦ୍ଧାର ପୂର୍ବରୁ ବହୁ ଯୁବତୀଙ୍କୁ ଅନ୍ୟତ୍ର ଚାଲାଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି।

ରାଜସ୍ଥାନର ଜଣେ ଯୁବତୀ ଆଶ୍ରମରୁ ନିଖୋଜ ହେବା ପରେ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହୋଇଥିଲେ ସଂପୃକ୍ତ ଯୁବତୀଙ୍କ ଅଭିଭାବକ। ଆଉ ତା’ ପରେ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ନାଁରେ ସାରା ଦେଶରେ ବ୍ୟାଭିଚାରର ନେଟଓ୍ୱର୍କ ଚଳାଇଥିବା ବାବା ବୀରେନ୍ଦ୍ର ଦେବ ଦୀକ୍ଷିତଙ୍କ କଳା ସାମ୍ରାଜ୍ୟର ଗୁମର ଫିଟିବାରେ ଲାଗିଛି। ଆସନ୍ତା ୪ ତାରିଖରେ ହାଜର ହେବା ଲାଗି ଦିଲ୍ଲୀ ହାଇକୋର୍ଟ ବୀରେନ୍ଦର ଦେବଙ୍କୁ ନୋଟିସ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story