ବିଜେପୁର ଫଳାଫଳ: କେଉଁ ରାଉଣ୍ଡ ସୁଦ୍ଧା କିଏ ପାଇଥିଲା କେତେ ଭୋଟ୍‌ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ପ୍ରକାଶ ପାଇଛି ବିଜେପୁର ଉପନିର୍ବାଚନର ଫଳାଫଳ। ପୂର୍ବ ଅନୁମାନ ଅନୁସାରେ ଏହି ନିର୍ବାଚନରେ ବିଜେଡି ବିଜୟ ଧ୍ୱଜା ଉଡ଼ାଇଛି। ପଞ୍ଚାୟତ ନିର୍ବାଚନର ସଫଳତାକୁ ନେଇ ଏବେ ବି ଉବୁଟୁବୁ ହେଉଥିବା ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ସକ୍ଷମ ହୋଇନାହିଁ। ଆଉ କଂଗ୍ରେସ କଥା ନକହିବା ଭଲ। ଏଠାରୁ ତିନି ତିନି ଥର ବିଧାୟକ ହୋଇଥିବା ସୁବଳ ସାହୁଙ୍କ ବିୟୋଗ ପରେ […]

bijepur

bijepur

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 02:48 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ପ୍ରକାଶ ପାଇଛି ବିଜେପୁର ଉପନିର୍ବାଚନର ଫଳାଫଳ। ପୂର୍ବ ଅନୁମାନ ଅନୁସାରେ ଏହି ନିର୍ବାଚନରେ ବିଜେଡି ବିଜୟ ଧ୍ୱଜା ଉଡ଼ାଇଛି। ପଞ୍ଚାୟତ ନିର୍ବାଚନର ସଫଳତାକୁ ନେଇ ଏବେ ବି ଉବୁଟୁବୁ ହେଉଥିବା ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ସକ୍ଷମ ହୋଇନାହିଁ। ଆଉ କଂଗ୍ରେସ କଥା ନକହିବା ଭଲ। ଏଠାରୁ ତିନି ତିନି ଥର ବିଧାୟକ ହୋଇଥିବା ସୁବଳ ସାହୁଙ୍କ ବିୟୋଗ ପରେ ଯେମିତି କଂଗ୍ରେସ୍‌ ଦୁର୍ଗର ପତନ ଘଟିଛି। ଦଳ ଏଠାରେ ଅମାନତ ମଧ୍ୟ ବଞ୍ଚାଇ ପାରିନାହିଁ। ଆଜି ଭୋଟ ଗଣତି ଆରମ୍ଭ ହେବା ପର୍ଯ୍ୟନ୍ତ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ୍‌ ନିଜ ନିଜର ବିଜୟ ନେଇ ଦମ୍ଭ ଦେଖାଉଥିଲେ। ହେଲେ ଭୋଟ ଗଣତି ଯେତେ ଆଗକୁ ବଢ଼ିଥିଲା ବିଜେପି ଓ କଂଗ୍ରେସ୍‌ ଶିବିରରେ ଯେମିତି ନିରବତା ଖେଳି ଯାଇଥିଲା। ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିଥିଲା ଅଗ୍ରଣୀ। ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଦଳୀୟ ନେତା ଓ କର୍ମୀଙ୍କର ସେଲିବ୍ରେସନ୍‌।

ମୋଟ ୨୧ଟି ରାଉଣ୍ଡ ଭୋଟ ଗଣତି ହୋଇଥିଲା। ବିଜେଡି ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପାଇଛନ୍ତି ୬୦ ହଜାର ୯୩୮ ଭୋଟ୍। ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଭୋଟ୍। ରୀତା ୪୧ହଜାର ୯୩୩ ଭୋଟ୍‌ ବ୍ୟବଧାନରେ ଅଶୋକଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତେବେ ରାଉଣ୍ଡ ଅନୁସାରେ କେଉଁ ଦଳ କେତେ ଭୋଟ୍‌ ପାଇଥିଲେ ଆସନ୍ତୁ ଜାଣିବା।

ରାଉଣ୍ଡ ୧: ପ୍ରଥମ ରାଉଣ୍ଡରେ ବିଜେଡିକୁ ମିଳିଥିଲା ୫୬୭୫ଟି ଭୋଟ୍‌। ବିଜେପି ୨୭୬୯ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ୍‌ ପାଇଥିଲା ୩୧୫ ଭୋଟ୍‌। ଏହି ରାଉଣ୍ଡରେ ବିଜେଡି ୨୯୦୬ ଖଣ୍ଡ ଭୋଟ୍‌ ଲିଡ୍‌ ନେଇଥିଲା।

ରାଉଣ୍ଡ ୨: ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୬୦୦୧ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୩୧୪୧ ଓ କଂଗ୍ରେସ୍‌କୁ ୩୬୮ ଭୋଟ୍‌ ମିଳିଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୭୬୬ ଖଣ୍ଡ ଭୋଟ୍‌ ଲିଡ ନେଇଥିଲା।

ରାଉଣ୍ଡ ୩: ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡିର ପତିଆରା ଦେଖିବାକୁ ମିଳିଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭୩୮୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପିକୁ ମିଳିଥିଲା ୯୮୦୧ ଓ କଂଗ୍ରେସ୍‌କୁ ୯୮୪ ଖଣ୍ଡ ଭୋଟ୍‌ ମିଳିଥିଲା।

ରାଉଣ୍ଡ ୪: ଚତୁର୍ଥ ରାଉଣ୍ଡରେ ଯେମିତି ବିଜେଡି ଛକା ମାରିଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୩,୦୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ୧୪,୧୭୬ ଖଣ୍ଡ ଭୋଟ୍‌। କଂଗ୍ରେସକୁ ୧୪୨୫ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାକୁ ୪୪୭ ଖଣ୍ଡ ଭୋଟ ଯାଇଥିଲା।

ରାଉଣ୍ଡ ୫: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୮,୬୨୧ ଖଣ୍ଡ ଭୋଟ୍‌ ମିଳିଥିଲା। ବିଜେପିକୁ ୧୬,୬୨୮ ଓ କଂଗ୍ରେସ୍‌କୁ ୧୭୬୨ ଖଣ୍ଡ ଭୋଟ୍‌ ମିଳିଥିଲା।

ରାଉଣ୍ଡ ୬: ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୩,୩୭୭ ଖଣ୍ଡ ଭୋଟ୍‌ ମିଳିଥିଲା। ବିଜେପି ୨୦,୫୭୯ ଓ କଂଗ୍ରେସ ୧୮୭୭ ଖଣ୍ଡ ଭୋଟ୍‌ରେ ପହଞ୍ଚି ଥିଲେ।

ରାଉଣ୍ଡ ୭: ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଭୋଟ୍‌ ୩୮,୮୧୪ରେ ପହଞ୍ଚି ଯାଇଥିଲା। ଯେଉଁଠି ବିଜେପିର ଭୋଟ୍‌ ୨୩, ୭୩୯ରେ ପହଞ୍ଚି ଥିଲା ଓ କଂଗ୍ରେସ ୨୦୬ ଖଣ୍ଡ ଭୋଟ୍‌ ପାଇ ୨୦୮୩ରେ ପହଞ୍ଚି ଥିଲା।

ରାଉଣ୍ଡ ୮: ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଭୋଟ୍‌ ୪୫,୦୪୪ରେ ପହଞ୍ଚି ଯାଇଥିଲା। ସେହିପରି ବିଜେପି ଭୋଟ୍‌ ୨୫,୯୮୯ ଓ କଂଗ୍ରେସ୍‌ ୨୨୬୩ ଭୋଟ୍‌ ପାଇଥିଲେ। ଏହି ରାଉଣ୍ଡ ଶେଷ ସୁଦ୍ଧା ନୋଟାକୁ ୭୨୩ ଖଣ୍ଡ ଭୋଟ ଯାଇଥିଲା।

ରାଉଣ୍ଡ ୯: ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୦,୦୯୫ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୨୯,୩୦୪ ଓ କଂଗ୍ରେସ୍‌କୁ ୨୬୪୩ ଖଣ୍ଡ ଭୋଟ୍‌ ମିଳିଥିଲା। ଏହି ରାଉଣ୍ଡରେ ନୋଟାକୁ ୭୫ ଖଣ୍ଡ ଭୋଟ୍‌ ଯାଇଥିଲା।

ରାଉଣ୍ଡ ୧୦: ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଭୋଟ୍‌ ୫୪,୧୦୪ରେ ପହଞ୍ଚି ଯାଇଥିଲା। ବିଜେପି ଭୋଟ୍‌ ୩୧,୩୬୬ ଓ କଂଗ୍ରେସ୍‌କୁ ୨୭୮୮ ଖଣ୍ଡ ଭୋଟ୍‌ ମିଳିଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ବିଜେପିଠାରୁ ୨୨,୭୩୮ ଖଣ୍ଡ ଭୋଟ୍‌ ଲିଡ୍‌ ନେଇ ସାରିଥିଲା।

ରାଉଣ୍ଡ ୧୧: ଏକାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଭୋଟ୍‌ ୫୯,୨୯୮ରେ ପହଞ୍ଚି ଯାଇଥିବା ବେଳେ ବିଜେପିକୁ ୩୪,୧୩୨ ଓ କଂଗ୍ରେସ୍‌କୁ ୨୯୮୦ ଖଣ୍ଡ ଭୋଟ୍‌ ମିଳିଥିଲା।

ରାଉଣ୍ଡ ୧୨: ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୬୫,୪୦୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩୭,୧୧୯ ଭୋଟ୍ ମିଳିଥିଲା। କଂଗ୍ରେସ ୩୨୫୯ଟି ଭୋଟ୍ ପାଇଥିଲା।

ରାଉଣ୍ଡ ୧୩: ୧୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୧,୪୫୪ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୪୦,୨୨୫ ଓ କଂଗ୍ରେସ୍‌କୁ ୩୫୨୭ ଖଣ୍ଡ ଭୋଟ୍‌ ମିଳିଥିଲା।

ରାଉଣ୍ଡ ୧୪: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୫,୭୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୩,୧୬୧ ଓ କଂଗ୍ରେସକୁ ୩୭୫୫ଟି ଭୋଟ୍ ମିଳିଥିଲା।

ରାଉଣ୍ଡ ୧୫: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୧,୪୮୮ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ବିଜେପିକୁ ୪୫,୧୯୦ ଓ କଂଗ୍ରେସକୁ ୪୬୦୮ଟି ଭୋଟ୍ ମିଳିଥିଲା।

ରାଉଣ୍ଡ ୧୬: ଏହି ରାଉଣ୍ଡ ଶେଷସୁଦ୍ଧା ବିଜେଡିକୁ ୮୪,୯୬୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୪୮,୧୮୨ ଓ କଂଗ୍ରେସକୁ ୬୪୫୧ଟି ଭୋଟ୍ ମିଳିଥିଲା।

ରାଉଣ୍ଡ ୧୭: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୮୯୨୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୫୧,୭୯୧ ଓ କଂଗ୍ରେସ୍‌କୁ ୭୨୧୩ ଖଣ୍ଡ ଭୋଟ୍‌ ମିଳିଥିଲା। ଏହି ରାଉଣ୍ଡ ସରିବା ବେଳକୁ ନୋଟାକୁ ୧୩୯୫ ଭୋଟ୍‌ ଯାଇଥିଲା। ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୭,୧୩୮ ଭୋଟ୍‌ ପାଇ ଆଗରେ ଥିଲା।

ରାଉଣ୍ଡ ୧୮: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୯୩,୨୮୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୫,୦୧୫ ଓ କଂଗ୍ରେସକୁ ୭୯୧୪ଟି ଭୋଟ୍ ମିଳିଥିଲା।

ରାଉଣ୍ଡ ୧୯: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୯୭,୭୨୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୭,୪୭୬ ଓ କଂଗ୍ରେସକୁ ୮୯୩୪ଟି ଭୋଟ୍ ମିଳିଥିଲା। ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୦,୨୪୮ ଭୋଟ୍‌ରେ ଆଗୁଆ ହୋଇଯାଇଥିଲେ।

ରାଉଣ୍ଡ ୨୦: ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧ ଲକ୍ଷ ୧ହଜାର ୪୩୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ବିଜେପିକୁ ୫୯,୮୯୬ ଓ କଂଗ୍ରେସକୁ ୧୦,୧୫୩ଟି ଭୋଟ୍ ମିଳିଥିଲା।

ଫାଇନାଲ୍‌ ରାଉଣ୍ଡ: ଫାଇନାଲ୍‌ ତଥା ୨୧ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ  ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍‌ ପାଇ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ହଜାର ୯୩୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ଶେଷ ରାଉଣ୍ଡ ସୁଦ୍ଧା ବିଜେପିକୁ ୬୦,୯୩୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ଅମାନତ ହରାଇବା ସହ ମାତ୍ର ୧୦,୨୭୪ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story