ଏମିତି ଗାଁ; ନାଁ ଶୁଣିଲେ ଆମ୍ବୁଲାନ୍ସ ଆସିବାକୁ ମନା କରୁଛି

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକମାନେ କିପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ସରକାର ପ୍ରତିବର୍ଷ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଗାଁକୁ ଏବେ ବି ରାସ୍ତା ନ ଥିବା ବେଳେ କେତେକ ଗାଁକୁ ରାସ୍ତା ଥିଲେ ମଧ୍ୟ କାଦୁଅ ପଙ୍କ ଭିତରେ ପଶି ଲୋକଙ୍କୁ ଯିବାକୁ ପଡ଼ୁଛି। ଏହାର ଉଦାହରଣ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ଠାରୁ ଲଣ୍ଡନପଡ଼ାକୁ ସଂଯୋଗ କରୁଥିବା […]

road0000

road0000

Tapaswini Nayak
  • Published: Thursday, 12 September 2019
  • Updated: 12 September 2019, 12:07 PM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକମାନେ କିପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ସରକାର ପ୍ରତିବର୍ଷ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଗାଁକୁ ଏବେ ବି ରାସ୍ତା ନ ଥିବା ବେଳେ କେତେକ ଗାଁକୁ ରାସ୍ତା ଥିଲେ ମଧ୍ୟ କାଦୁଅ ପଙ୍କ ଭିତରେ ପଶି ଲୋକଙ୍କୁ ଯିବାକୁ ପଡ଼ୁଛି। ଏହାର ଉଦାହରଣ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ଠାରୁ ଲଣ୍ଡନପଡ଼ାକୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଉପରେ ସାତ ଖଣ୍ଡ ଗାଁ ଲୋକେ ପ୍ରତ୍ୟହ ଯିବା ଆସିବା କରିଥାନ୍ତି।

ଏ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି। ଫଳରେ ଯାତାୟତରେ ଅନେକ ଅସୁବିଧା ଭୋଗୁଛନ୍ତି ଲୋକମାନେ। ଏହି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇ ରହିଛି। ଏହାର ମରାମତି କରାଯାଉ ନାହିଁ। ବର୍ଷା ୪ ମାସ ରାସ୍ତାର ଅବସ୍ଥା ନ କହିବା ଭଲ। ଏହି କାଦୁଅ ପଚପଚ ରାସ୍ତାରେ ମୋଟର ସାଇକେଲ ତ ଦୂରର କଥା ପାଦରେ ଚାଲି କରି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଥାଏ। ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ଫଳରେ ସାଧାରଣ ଜ୍ୱର ରୋଗୀଙ୍କଠାରୁ ନେଇ ଗର୍ଭବତୀ ମହିଳା ସମସ୍ତଙ୍କ ଖଟିଆରେ ବୋହିନେବାକୁ ବାଧ୍ୟ ହୁଅନ୍ତି ଲୋକେ। କେତେକ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ।

ରାସ୍ତାର ମରାମତି ନେଇ ବାରମ୍ବାର ଦାବି କରି ଆସିଛନ୍ତି ଗ୍ରାମବାସୀ। ହେଲେ ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ କିଛି ଲାଭ ହେଉ ନାହିଁ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ରାସ୍ତାଟି ଜଙ୍ଗଲ ବିଭାଗ ଅଧିନରେ ଆସୁଥିବାରୁ ରାସ୍ତାର ମରାମତି ହୋଇପାରୁନାହିଁ। ରାସ୍ତା ମରାମତି ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି ଗ୍ରାମବାସୀ।

ଏନେଇ ସ୍ଥାନୀୟ ବାସିନ୍ଦା ରୋହିତ ମଲ୍ଲିକ କହିଛନ୍ତି, “ଭଲ ରାସ୍ତାଟିଏ ନ ଥିବାରୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ପିଲାମାନେ ସ୍କୁଲ ଯିବାଆସିବା କରିବାରେ ଅସୁବିଧା ହେଉଛି। ଦରକାର ବେଳେ ଆମ୍ବୁଲାନ୍ସକୁ ଫୋନ୍ କଲେ, ଗାଁର ନାଁ ଶୁଣିକରି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଉଛି। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମେ ଗ୍ରାମବାସୀ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏ ନେଇ କଣ୍ଟାମାଳ ବ୍ଲକ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କହଁରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି, “ମୁଁ ଲଣ୍ଡନପଡ଼ା ଯାଇ ରାସ୍ତାର ନିରୀକ୍ଷଣ କରିବୁ। ଜଙ୍ଗଲ ବିଭାଗ ସହ କଥା ହୋଇ ରାସ୍ତା ମରାମତି କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story