କାହିଁକି କଟକ ଆସୁଛନ୍ତି ମୋଦି?

କଟକ,(ଓଡ଼ିଶା ରିପୋର୍ଟର): କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପ୍ରଥମ ପାଳିର ଚତୁର୍ଥ ବର୍ଷର ସଫଳତାର ଗାଥା ବଖାଣିବାକୁ ୨୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ ବର୍ଷ ଭିତରେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କ’ଣ କରିଛି ତାର ହିସାବ ଦେବେ ମୋଦି । କଟକ କିଲ୍ଲା ପଡ଼ିଆରେ ଏଥିପାଇଁ ରାଜ୍ୟ ବିଜେପି ଆୟୋଜନ କରିବ ଭବ୍ୟ ଆୟୋଜନ। ୪ ବର୍ଷ ଭିତରେ ଏହି ଗସ୍ତ ହେବ ମୋଦିଙ୍କ ଷଷ୍ଠ […]

ctc

ctc

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 09:37 PM IST

କଟକ,(ଓଡ଼ିଶା ରିପୋର୍ଟର): କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପ୍ରଥମ ପାଳିର ଚତୁର୍ଥ ବର୍ଷର ସଫଳତାର ଗାଥା ବଖାଣିବାକୁ ୨୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ ବର୍ଷ ଭିତରେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କ’ଣ କରିଛି ତାର ହିସାବ ଦେବେ ମୋଦି । କଟକ କିଲ୍ଲା ପଡ଼ିଆରେ ଏଥିପାଇଁ ରାଜ୍ୟ ବିଜେପି ଆୟୋଜନ କରିବ ଭବ୍ୟ ଆୟୋଜନ। ୪ ବର୍ଷ ଭିତରେ ଏହି ଗସ୍ତ ହେବ ମୋଦିଙ୍କ ଷଷ୍ଠ ଓଡ଼ିଶା ଗସ୍ତ।  ବିଜେପିର ଲୁକ୍ ଇଷ୍ଟ ରଣନୀତି ଅନ୍ତର୍ଗତ ଓଡିଶାରେ ସଂଗଠନ ମଜଭୁତ ପାଇଁ ମୋଦିଙ୍କ ଏ ଗସ୍ତ ବୋଲି ଚର୍ଚ୍ଚା ହେଉଥିଲେ ବି ବିଜେଡି ଓ କଂଗ୍ରେସ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ଅବସରରେ  ଭୁବନେଶ୍ୱରରେ ରୋଡ ସୋ’ କରିଥିଲେ ମୋଦି।ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି ।

ଏଥିପାଇଁ  ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି  ଏଇଠି  ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ ।  ଆଜି ଦଳର ରାଜ୍ୟ  ପଦାଧିକାରୀ ତଥା କାଅର୍ଯ୍ୟକାରିଣୀ ବୈଠକରେ ମୋଦିଙ୍କ ପ୍ରସ୍ତାବିତ ଗସ୍ତ ସଂପର୍କରେ ମାନସ ମନ୍ଥନ କରିଛନ୍ତି ବିଜେପିର ହେଭୱେଟ ନେତା। ପୂର୍ବଭାରତରେ ଆଖିଦୃଶିଆ ସଫଳତା ପରେ ବିଜେପିର  ଲୁକ ଇଷ୍ଟ ପଲିସିର ଫୋକସରେ ରହିଛି ଓଡିଶା  ଓ ପଶ୍ଚିମ ବଙ୍ଗ।  ଏଥିପାଇଁ ମୋଦି- ଶାହା ଯୋଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ଏବେ ମୋଦି କେନ୍ଦ୍ର ସଫଳତା କଥା କହିବାକୁ ଆସୁଥିଲେ ବି ଏହି ଗସ୍ତ ରାଜ୍ୟ ବିଜେପି ସଂଗଠନକୁ ବଳ ଦେବ ବୋଲି ଆଶା ରଖିଛନ୍ତି  ରାଜ୍ୟ ନେତା।

https://youtu.be/4IIGzV0skg4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story