ଜାଣିଛନ୍ତି ପ୍ରଭୁ ଯୀଶୁଙ୍କ କବର ସ୍ଥାନରେ ଉଠିଥିଲା କେଉଁ ଗଛ ?

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଗୁଡ୍‌ ପ୍ରାଇଡ ବା ଶୁଭ ଶୁକ୍ରବାର। ଏହି ଦିନକଟିକୁ ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ଭାଈ ଭଉଣୀ ଉତ୍ସାହର ସହ ପାଳନ କରିଥାନ୍ତି। କୁହାଯାଏ ଖ୍ରୀଷ୍ଟଧର୍ମ ପ୍ରବର୍ତ୍ତକ ପ୍ରଭୁ ଯୀଶୁଙ୍କୁ ଏହି ଦିନ କ୍ରୁଶବିଦ୍ଧ କରାଯାଇଥିଲା। ଈଶ୍ୱରଙ୍କ ପୁତ୍ର ବୋଲି କହି ଭଲ କର୍ମ ଓ ପ୍ରେମର ସନ୍ଦେଶ ବାଣ୍ଟୁଥିବା ଜୀଶୁଙ୍କୁ ଏହି ଦିନ ହତ୍ୟା କରାଯାଇଥିଲା। ତାଙ୍କ ହସ୍ତ ଓ ପାଦରେ ଯେତେବେଳେ କ୍ରୁଶ ଉପରେ ରଖି କଣ୍ଟା ପିଟା ଯାଉଥିଲା ସେ ସମୟରେ ତାଙ୍କ […]

r5

r5

Rakesh Mallick
  • Published: Friday, 30 March 2018
  • Updated: 30 March 2018, 07:58 PM IST

Sports

Latest News

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଗୁଡ୍‌ ପ୍ରାଇଡ ବା ଶୁଭ ଶୁକ୍ରବାର। ଏହି ଦିନକଟିକୁ ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ଭାଈ ଭଉଣୀ ଉତ୍ସାହର ସହ ପାଳନ କରିଥାନ୍ତି। କୁହାଯାଏ ଖ୍ରୀଷ୍ଟଧର୍ମ ପ୍ରବର୍ତ୍ତକ ପ୍ରଭୁ ଯୀଶୁଙ୍କୁ ଏହି ଦିନ କ୍ରୁଶବିଦ୍ଧ କରାଯାଇଥିଲା। ଈଶ୍ୱରଙ୍କ ପୁତ୍ର ବୋଲି କହି ଭଲ କର୍ମ ଓ ପ୍ରେମର ସନ୍ଦେଶ ବାଣ୍ଟୁଥିବା ଜୀଶୁଙ୍କୁ ଏହି ଦିନ ହତ୍ୟା କରାଯାଇଥିଲା। ତାଙ୍କ ହସ୍ତ ଓ ପାଦରେ ଯେତେବେଳେ କ୍ରୁଶ ଉପରେ ରଖି କଣ୍ଟା ପିଟା ଯାଉଥିଲା ସେ ସମୟରେ ତାଙ୍କ ଅନୁଗାମୀମାନଙ୍କ ହୃଦୟ ନିଶ୍ଚିତ ଭାବେ କ୍ଷତାକ୍ତ ହୋଇଥିବ। ସେମାନଙ୍କ ଆଖିରୁ  ଲୁହ ଝରିଥିବ । ଆଉ ଠିକ୍‌ ସେଇ ସମୟରେ ଦେବଦୂତ ଯୀଶୁ  ସେମାନଙ୍କୁ ଛାଡି ନ ଯିବାକୁ ପ୍ରତିଶ୍ରୁତି ଦେଇଥିବେ। ଏମିତି କାଥାଟିଏ ବାଇବେଲରେ ରହିଛି। ଜାଣିଛନ୍ତି କି, ଏହି ଦିନ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହା ଭାରତୀୟ ସଂସ୍କୃତି ସହ ସାମଞ୍ଜସ୍ୟ ରଖେ।

କୁହାଯାଏ ଏହି ଶୁଭ ଶୁକ୍ରବାର ଦିନ ପ୍ରଭୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯିବାର ପରେ ତାଙ୍କୁ କବର ଦିଆଯାଇଥିଲା ଓ କବର ଉପରେ ଏକ ବଡ ପଥର ରଖି ଦିଆ ଯାଇଥିଲା । ତହିଁ ପରଦିନ ଜଣେ ଅନୁଗାମୀ ନିଜ ଇଷ୍ଟଙ୍କ ସ୍ମୃତିରେ ସେହି କବର ନିକଟକୁ ଆସି ପଥରଟିକୁ କାଢି ଦେଇଥିଲେ। ଉକ୍ତ ସ୍ଥାନରେ ପତିତ ହୋଇଥିବା ନିଜ ଇଷ୍ଟଙ୍କୁ ଦର୍ଶନ କରିବାକୁ ଚେଷ୍ଟା କରିଥିଲେ, ହେଲେ ସେ ଯାହା ଦେଖିଥିଲେ, ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଦେବଦୂତ ଯୀଶୁଙ୍କ ମୃତଦେହ ସ୍ଥାନରେ ଉଠିଥିଲା ଏକ ତୁଳସୀ ଗଛ। ଯାହାକୁ ଦେଖି ଉକ୍ତ ଅନୁଗାମୀ ଜଣକ ଲୋତକପୂର୍ଣ୍ଣ ଅଶ୍ରୁରେ ଏହି ଗଛଟିକୁ ପିବତ୍ର ବୃକ୍ଷ ଭାବେ ଉପାସନା କରିଥିଲେ। ସେବେଠାରୁ ଜେରୁସେଲମ୍‌ରେ ତୁଳସୀ ବୃକ୍ଷ ଅତ୍ୟନ୍ତ ପୂଜ୍ୟ। ଏହାକୁ ଖ୍ରୀଷ୍ଟଧର୍ମାବଲମ୍ୱୀମାନେ Sacred Basil କହି ପୂଜା କରିଥାନ୍ତି।

ହିନ୍ଦୁ ଧର୍ମରେ ଏହି ବୃକ୍ଷ ଉପାସନା ପାଇଁ ସର୍ବୋକୃଷ୍ଟ ବୋଲି କୁହାଯାଉଥିବା ବେଳେ ଖ୍ରୀଷ୍ଟଧର୍ମରେ ମଧ୍ୟ ଏହାକୁ ସମାନ ଭାବେ ପୂଜନୀୟ ବୋଲି କୁହାଯାଇଛି। ବିଶ୍ୱର ସମସ୍ତ ହିନ୍ଦୁ ଓ ବିଷ୍ଣୁ ମନ୍ଦିରରେ ଠାକୁରଙ୍କୁ ତୁଳସୀ ସମର୍ପଣ କରାଯାଏ। ପୁରୀରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ନିତ୍ୟ ତୁଳସୀ ସମର୍ପଣ ହୁଏ।  ରଥଯାତ୍ରା ସମୟରେ ଯେଉଁ ସେନାପଟା ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିହୁଏ ତାହା ମଧ୍ୟ କ୍ରୁଶ ଆକୃତିର । ଏହସବୁ ସାମ୍ୟତାକୁ ଦେଖି ଓଡିଶାର ଅନେକ ଖ୍ରୀଷ୍ଟଧର୍ମାବଲମ୍ୱୀ ଅଛନ୍ତି ଯେଉଁମାନେ ଜଗନ୍ନାଥଙ୍କୁ ଯୀଶୁ ବୋଲି ବିବେଚନା କରି ନିଜ ଶ୍ରଦ୍ଧା ସମର୍ପଣ କରିଥାନ୍ତି। ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ନ କରୁଥିଲେ ମଧ୍ୟ ତୁଳସୀକୁ ଅତି ଆଦରରର ସହ ସେମାନେ ପୂଜା କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story