ଶେଷ କଥା ସତ ଥିଲା ! ପ୍ରେମିକ ସହ ବନ୍ଧା ହେଲେ ପତ୍ନୀ

ପୁରୀ(ଓଡିଶା ରିପୋର୍ଟର): ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ସମ୍ପର୍କର ପରିଣାମ ସ୍ୱରୂପ ବିବାହର ବର୍ଷେ ନ ପୁରୁଣୁ ବଳି ପଡ଼ିଲା ଶାନ୍ତନୁଙ୍କ ଜୀବନ । ମୃତ୍ୟୁ ଆଗରୁ ପତ୍ନୀଙ୍କ ପରକୀୟା ପ୍ରୀତି କଥା ଫେସ୍‌ବୁକ୍‌ରେ ବଖାଣି ଆତ୍ମହତ୍ୟା କରିଥିଲେ ପୁରୀ ଗଡଭିଙ୍ଗୁରାର ଯୁବକ ଶାନ୍ତନୁ । ହେଲେ ପତ୍ନୀ ମାନିବାକୁ ରାଜି ନ ଥିଲେ ଦୋଷ। କହିଥିଲେ ତାଙ୍କୁ ଫସେଇ ବିବାହ କରାଇ ଦିଆଯାଇଛି। ନିଜ ସପକ୍ଷରେ ସଫେଈ ଦେଇ ଗଣମାଧ୍ୟମରେ ବିବୃତ୍ତି ଦେଲେ […]

22555160_112212192873923_8334423152957080486_n (1)

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 08:57 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ସମ୍ପର୍କର ପରିଣାମ ସ୍ୱରୂପ ବିବାହର ବର୍ଷେ ନ ପୁରୁଣୁ ବଳି ପଡ଼ିଲା ଶାନ୍ତନୁଙ୍କ ଜୀବନ । ମୃତ୍ୟୁ ଆଗରୁ ପତ୍ନୀଙ୍କ ପରକୀୟା ପ୍ରୀତି କଥା ଫେସ୍‌ବୁକ୍‌ରେ ବଖାଣି ଆତ୍ମହତ୍ୟା କରିଥିଲେ ପୁରୀ ଗଡଭିଙ୍ଗୁରାର ଯୁବକ ଶାନ୍ତନୁ । ହେଲେ ପତ୍ନୀ ମାନିବାକୁ ରାଜି ନ ଥିଲେ ଦୋଷ। କହିଥିଲେ ତାଙ୍କୁ ଫସେଇ ବିବାହ କରାଇ ଦିଆଯାଇଛି। ନିଜ ସପକ୍ଷରେ ସଫେଈ ଦେଇ ଗଣମାଧ୍ୟମରେ ବିବୃତ୍ତି ଦେଲେ । ଏମିତି ସ୍ଥିତିରେ ଆରମ୍ଭ ହୋଇଥିଲା ପୋଲିସର ତଦନ୍ତ । ଶେଷରେ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା। ମୃତ ସ୍ୱାମୀଙ୍କ ବୟାନ୍‌ ସତ ବୋଲି ତଦନ୍ତରୁ ଜାଣିବା ପରେ ପୋଲିସ ଶାନ୍ତନୁଙ୍କ ପତ୍ନୀ  ଓ ତାଙ୍କ ତଥାକଥିତ ପ୍ରେମିକଙ୍କୁ ଶନିବାର ଗିରଫ କରିଛି। ଶାନ୍ତନୁଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ପତ୍ନୀଙ୍କ ପରକୀୟା ପ୍ରୀତି ବୋଲି କହିଛନ୍ତି ପୁରୀ ଏସ୍‌ପି ସାର୍ଥକ ସଡଙ୍ଗୀ।

ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରାର ଶାନ୍ତନୁ ପାତ୍ରଙ୍କୁ ସାକ୍ଷୀଗୋପାଳ ଅଞ୍ଚଳର ଅନୀତା ବର୍ଷେ ତଳେ ବିବାହ କରିଥିଲେ। ହେଲେ ବିବାହ ପୂର୍ବରୁ ଜଗତସିଂପୁରର ଅମରେଶ ସ୍ୱାଇଁଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅନୀତା । ବିବାହ ପରେ ବି ଅନୀତା ଏବଂ ଅମରେଶଙ୍କ ମଧ୍ୟରେ ଫେସବୁକ ଓ ହ୍ୱାଟସ୍‌ଆପ୍‌ରେ ଜାରି ରହିଥିଲା ଭାବର ଆଦାନ ପ୍ରଦାନ ପ୍ରଦାନ । ଘଟଣାକ୍ରମେ ଉଭୟଙ୍କ ଅନ୍ତରଂଗ ମୂହୁର୍ତ୍ତର ଫଟୋ ସହ ଅନ୍ୟାନ୍ୟ ତଥ୍ୟ ସବୁକୁ, ବାଙ୍ଗାଲୋରରେ ରହୁଥିବା ସ୍ୱାମୀ ଶାନ୍ତନୁଙ୍କ ନିକଟକୁ ପଠାଇଦେଇଥିଲା ପ୍ରେମିକ ଅମରେଶ । ଏହାପରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ଉଠିଲା ଝଡ଼ । ପରିବାର ବିବାଦ ଦେଖାଦେବାରୁ ଶେଷରେ ମାନସିକ ଭାରସାମ୍ୟ ହରାଇ ଗତ ୮ ତାରିଖ ରାତିରେ ଶାନ୍ତନୁ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story