ପ୍ରେମିକ ସହ ସ୍ତ୍ରୀ ଫେରାର; ସ୍ୱାମୀ କହିଲେ- ତୁ ବଞ୍ଚ, ଆମକୁ ବଞ୍ଚିବାକୁ ଦେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ  ଓ ମୋ  ମୋର ୯ ବର୍ଷର ପୁଅ ମାନସିକ ଚାପରେ ଅଛୁ। ଆମକୁ କାହିଁକି ବଞ୍ଚିବାକୁ ଦେଉ ନାହୁଁ?  ତୁ ଗୋଟେ ପୁଅ ସହ ଗଲୁ, ଯାଅ। ତୋର ବଞ୍ଚିବାର ଅଧିକାର ଅଛି, ତୁ ବଞ୍ଚ। ବାରମ୍ବାର ମୋତେ ଥାନାକୁ ଟାଣିବା କ’ଣ ଦରକାର? ମୋତେ ନ୍ୟାୟ ଦରକାର।” ନିଜର ପଳାତକ ପତ୍ନୀ ଉଦ୍ଦେଶ୍ୟରେ ଏପରି କହିଛନ୍ତି ଜଣେ ଯୁବକ। ସାତ ଜନମର ସାଥୀ ହେବାକୁ କଥା ଦେଇଥିବା ଉକ୍ତ ଯୁବକଙ୍କ ସ୍ତ୍ରୀ […]

bbsr

bbsr

Tapaswini Nayak
  • Published: Wednesday, 03 August 2022
  • Updated: 03 August 2022, 11:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ  ଓ ମୋ  ମୋର ୯ ବର୍ଷର ପୁଅ ମାନସିକ ଚାପରେ ଅଛୁ। ଆମକୁ କାହିଁକି ବଞ୍ଚିବାକୁ ଦେଉ ନାହୁଁ?  ତୁ ଗୋଟେ ପୁଅ ସହ ଗଲୁ, ଯାଅ। ତୋର ବଞ୍ଚିବାର ଅଧିକାର ଅଛି, ତୁ ବଞ୍ଚ। ବାରମ୍ବାର ମୋତେ ଥାନାକୁ ଟାଣିବା କ’ଣ ଦରକାର? ମୋତେ ନ୍ୟାୟ ଦରକାର।” ନିଜର ପଳାତକ ପତ୍ନୀ ଉଦ୍ଦେଶ୍ୟରେ ଏପରି କହିଛନ୍ତି ଜଣେ ଯୁବକ।

ସାତ ଜନମର ସାଥୀ ହେବାକୁ କଥା ଦେଇଥିବା ଉକ୍ତ ଯୁବକଙ୍କ ସ୍ତ୍ରୀ କିଛି ମାସ ତଳେ ଅନ୍ୟ ପୁରୁଷ ସହ ପଳାଇଥିଲେ। ପରେ ସ୍ତ୍ରୀ ଉକ୍ତ ଯୁବକ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମହିଳା ଥାନା ଓ ମହିଳା କମିଶନଙ୍କ ନିକଟରେ ଏତଲା ଦେଇଛନ୍ତି। ପୁଲିସ ଉକ୍ତ ଯୁବକ ଓ ତାଙ୍କ ପରିବାରକୁ ବାରମ୍ବାର ଥାନାକୁ ଡାକି ପଚରାଉଚରା କରୁଛି। ଥାନାକୁ ବାରମ୍ବାର ଦୌଡ଼ିବା ପରେ ସ୍ତ୍ରୀ ଉପରେ କ୍ଷୋଭ ପ୍ରକାଶ କରି ଏପରି କହିଛନ୍ତି ସ୍ୱାମୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଅଭିଯୋଗ ଅନୁସାରେ, ଭୁବନେଶ୍ୱରରେ ରହୁଥିବା ପ୍ରବୀଣ କୁମାର ମହାପାତ୍ରଙ୍କ ସ୍ତ୍ରୀ କିଛି ମାସ ତଳେ ତାଙ୍କୁ ଓ ତାଙ୍କ ୯ ବର୍ଷର ପୁଅକୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଛି। ପତ୍ନୀଙ୍କ ବିନା ସେ ଏବେ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ନେଇ ରହୁଛନ୍ତି। ଘରୁ ଯିବା ପରେ ସ୍ତ୍ରୀ ପ୍ରବୀଣ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଏନେଇ ପ୍ରବୀଣଙ୍କୁ ବାରମ୍ବାର ଥାନାକୁ ଯିବାକୁ ପଡ଼ୁଛି। ହେଲେ ଅଭିଯୋଗ କରିଥିବା ସ୍ତ୍ରୀ କିନ୍ତୁ ଥାନାକୁ ଆସୁ ନାହାନ୍ତି। ବାରମ୍ବାର ଥାନାକୁ ଯାଇ ମାନସିକ ନିର୍ଯାତନାର ଶିକାର ହେଉଥିବା ପ୍ରବୀଣ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ନ୍ୟାୟ ପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ପ୍ରବୀଣ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

ପୁଲିସ କିମ୍ବା ମହିଳା କମିଶନ ଅଭିଯୋଗକାରିଣୀଙ୍କୁ ନ ଡକାଇ ତାଙ୍କୁ କାହିଁକି ବାରମ୍ବାର ଡକାଇ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ପ୍ରବୀଣଙ୍କ ସମ୍ପର୍କୀୟ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story