ସ୍ତ୍ରୀ ଉପରକୁ ଏସିଡ୍‌ ପକାଇଲା ସ୍ୱାମୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ସାତମାଇଲ ଛକରେ ସ୍ତ୍ରୀ ଉପରକୁ ତା’ର ସ୍ୱାମୀ ଏସିଡ୍‌ ମାଡ  କରିଛି। ପାରିବାରିକ କଳହକୁ ନେଇ ସ୍ୱାମୀ ବିକାଶ ନାୟକ ତା’ର ସ୍ତ୍ରୀ ଉପରକୁ ଏସିଡ୍‌ ମାଡ କରିଥିବା ଅଭିଯୋଗ ହୋଇଛି। ଏସିଡ୍‌ ମାଡରେ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରରକୁ ନେଇ ହିନ୍ଦୋଳ କୋର୍ଟରେ ମାମଲା ଚାଲିଛି। ଆଜି ସ୍ତ୍ରୀ କୋର୍ଟରେ ହାଜର ହୋଇ […]

acid

acid

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 07:59 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ସାତମାଇଲ ଛକରେ ସ୍ତ୍ରୀ ଉପରକୁ ତା’ର ସ୍ୱାମୀ ଏସିଡ୍‌ ମାଡ  କରିଛି। ପାରିବାରିକ କଳହକୁ ନେଇ ସ୍ୱାମୀ ବିକାଶ ନାୟକ ତା’ର ସ୍ତ୍ରୀ ଉପରକୁ ଏସିଡ୍‌ ମାଡ କରିଥିବା ଅଭିଯୋଗ ହୋଇଛି। ଏସିଡ୍‌ ମାଡରେ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରରକୁ ନେଇ ହିନ୍ଦୋଳ କୋର୍ଟରେ ମାମଲା ଚାଲିଛି। ଆଜି ସ୍ତ୍ରୀ କୋର୍ଟରେ ହାଜର ହୋଇ ଫେରୁଥିବା ବେଳେ ସ୍ୱାମୀ ବିକାଶ ତାଙ୍କ ଉପରକୁ ଏସିଡ୍‌ ମାଡ କରି  ଫେରାର ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos