ଆୟୁଷ୍ମାନ ଭାରତକୁ ନେଇ କସରତ: ଗ୍ରହଣ କରିବେ ତ ନବୀନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧତ୍କାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ଥିଲେ। ଆଲୋଚନାର ପ୍ରାଥମିକ ସ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ବାବଦରେ ଅବଗତ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ରାଜ୍ୟବାସୀଙ୍କ ପାଇଁ ଏହି […]

b-880

b-880

Tapaswini Nayak
  • Published: Tuesday, 04 June 2019
  • Updated: 04 June 2019, 04:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି।

ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧତ୍କାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ଥିଲେ। ଆଲୋଚନାର ପ୍ରାଥମିକ ସ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ବାବଦରେ ଅବଗତ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ରାଜ୍ୟବାସୀଙ୍କ ପାଇଁ ଏହି ଯୋଜନା କିଭଳି ଫଳପ୍ରଦ ହୋଇପାରିବ ସେନେଇ ବୈଠକରେ ତର୍ଜମା କରି କହିଛନ୍ତି, ଆହୁରି ଗୋଟିଏ ଦୁଇଟି ପର୍ଯ୍ୟାୟ କଥାବାର୍ତ୍ତା ହେବାର ଅଛି। ତେବେ ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି।

ନ୍ୟାସନାଲ ହେଲଥ୍‌ ଅଥରିଟି ସିଇଓ ଡାକ୍ତର ଇନ୍ଦୁଭୂଷଣ ଓଡ଼ିଶା ଏହି କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ କରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ଦେଶର ବହୁ ରାଜ୍ୟ ସାମିଲ ହୋଇଥିବାବେଳେ ଓଡିଶା ସାମିଲ ହୋଇନାହିଁ।

ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାକୁ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ୍‌ ଯୋଜନାଠାରୁ ଏହା ଅଧିକ ଭଲ ବୋଲି ଯୁକ୍ତି ଦର୍ଶାଇ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story