‘ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ନିଶା ବେପାରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ନିଶା ବେପାରୀ। ଗିରଫ ଓ ଦଣ୍ଡବିଧାନ ସଂପର୍କିତ ଉତ୍ତରରୁ ଏପରି ସ୍ପଷ୍ଟ ଚିତ୍ର ମିଳିଛି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। ସେ କହିଛନ୍ତି-“୨୦୧୫ରେ ୪.୫୯ ପ୍ରତିଶତ, ୧୬ରେ ମାତ୍ର ୦. ୩୬ ପ୍ରତିଶତ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି। ସେହିପରି ୨୦୧୭ରେ ୩.୪୬ ପ୍ରତିଶତ ଏବଂ ୨୦୧୮ରେ ୩.୬୨ ପ୍ରତିଶତ ଦଣ୍ଡିତ ହୋଇଛନ୍ତି। ତେବେ ଜବତ ସାମଗ୍ରୀ କୋର୍ଟରେ […]

wine

wine

Rakesh Mallick
  • Published: Monday, 30 April 2018
  • Updated: 30 April 2018, 05:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗିରଫ ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ନିଶା ବେପାରୀ। ଗିରଫ ଓ ଦଣ୍ଡବିଧାନ ସଂପର୍କିତ ଉତ୍ତରରୁ ଏପରି ସ୍ପଷ୍ଟ ଚିତ୍ର ମିଳିଛି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା।

ସେ କହିଛନ୍ତି-“୨୦୧୫ରେ ୪.୫୯ ପ୍ରତିଶତ, ୧୬ରେ ମାତ୍ର ୦. ୩୬ ପ୍ରତିଶତ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି। ସେହିପରି ୨୦୧୭ରେ ୩.୪୬ ପ୍ରତିଶତ ଏବଂ ୨୦୧୮ରେ ୩.୬୨ ପ୍ରତିଶତ ଦଣ୍ଡିତ ହୋଇଛନ୍ତି। ତେବେ ଜବତ ସାମଗ୍ରୀ କୋର୍ଟରେ ତଦନ୍ତ ଅଧିକାରୀ ଦେଖାଇ ପାରୁନଥିବାରୁ ରାଜସ୍ୱ ଆସି ପାରୁନାହିଁ। ଏଥିସହ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ନଥିବାରୁ ଅବକାରୀ ମାମଲାରେ ଦୋଷୀ ସାବସ୍ତ ନଗଣ୍ୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos