ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଅଟକ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ମୁରିବାହାଲ ଥାନାରେ ପୀଡିତାଙ୍କ ପରିବାର ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀଙ୍କୁ ପାଞ୍ଚ ମାସ ତଳେ ଦୁଷ୍କର୍ମ କରାଯାଇଥିବା ବେଳେ ସେ  ତିନି ମାସର ଗର୍ଭବତୀ ଅଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଅଭିଯୁକ୍ତକୁ ଅଟକ ରଖି  ପଚରାଉଚରା କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯୁବତୀ ଜଣକ ପ୍ରତିଦିନ ମେଣ୍ଢା ଚରାଇବା ପାଇଁ ବିଲକୁ ଯାଆନ୍ତି। ଏହାର […]

rape-2

rape-2

Tapaswini Nayak
  • Published: Friday, 21 February 2020
  • Updated: 21 February 2020, 03:49 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ମୁରିବାହାଲ ଥାନାରେ ପୀଡିତାଙ୍କ ପରିବାର ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀଙ୍କୁ ପାଞ୍ଚ ମାସ ତଳେ ଦୁଷ୍କର୍ମ କରାଯାଇଥିବା ବେଳେ ସେ  ତିନି ମାସର ଗର୍ଭବତୀ ଅଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଅଭିଯୁକ୍ତକୁ ଅଟକ ରଖି  ପଚରାଉଚରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯୁବତୀ ଜଣକ ପ୍ରତିଦିନ ମେଣ୍ଢା ଚରାଇବା ପାଇଁ ବିଲକୁ ଯାଆନ୍ତି। ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ କାହାକୁ ନ ଜଣାଇବାକୁ ଯୁବତୀଙ୍କୁ ଧମକ ଦେଇଥିଲା। ଏପରିକି ତାଙ୍କର ପୂରା ପରିବାରକୁ ମାରିଦେବେ ବୋଲି କହିଥିଲା। ତେଣୁ ଯୁବତୀ ଜଣଙ୍କ ଭୟରେ ଏହି କଥା ପରିବାର ଲୋକଙ୍କୁ ଜଣାଇନଥିଲେ।  ତେବେ ସେଗର୍ଭବତୀ ହେବା ପରେ ସବୁ କଥା ଜଣାପଡ଼ି ଯାଇଥିଲା।

ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ପୀଡିତାକୁ ଡାକ୍ତରୀ ମାଇନା କରାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story