ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ଆସିକା (ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଶ୍ୱଶୁରକୁ କାଠ ଫାଳିଆରେ ପିଟି ମାରିଦେଲା ବୋହୂ। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ। ତାଙ୍କ ବୋହୂ ସୁଲତା ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୁଲତା ସୀମାଞ୍ଚଳଙ୍କର ବଡ଼ ପୁଅର ସ୍ତ୍ରୀ ଅଟନ୍ତି। ସୀମାଞ୍ଚଳଙ୍କର ଦୁଇ ପୁଅ ଓ ଗୋଟି ଝିଅ। ସମସ୍ତେ ବାହାରେ ରାଜ୍ୟରେ କାମ […]

police

police

Tapaswini Nayak
  • Published: Sunday, 19 June 2022
  • Updated: 19 June 2022, 12:50 PM IST

Sports

Latest News

ଆସିକା (ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଶ୍ୱଶୁରକୁ କାଠ ଫାଳିଆରେ ପିଟି ମାରିଦେଲା ବୋହୂ। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗାଁରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ। ତାଙ୍କ ବୋହୂ ସୁଲତା ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୁଲତା ସୀମାଞ୍ଚଳଙ୍କର ବଡ଼ ପୁଅର ସ୍ତ୍ରୀ ଅଟନ୍ତି।

ସୀମାଞ୍ଚଳଙ୍କର ଦୁଇ ପୁଅ ଓ ଗୋଟି ଝିଅ। ସମସ୍ତେ ବାହାରେ ରାଜ୍ୟରେ କାମ କରୁଛନ୍ତି। ସୀମାଞ୍ଚଳଙ୍କର ସାନ ପୁଅ ବିବାହ କରି ନାହାନ୍ତି। ସୀମାଞ୍ଚଳ ତାଙ୍କ ବୋହୂ ସୁଲତା  ଓ ନାତୁଣୀ ସହ ଗାଁରେ ରହୁଥିଲେ। କିନ୍ତୁ ସବୁବେଳେ ଶ୍ୱଶୁର-ବୋହୂଙ୍କ ମଧ୍ୟରେ  ଝଗଡ଼ା ହୋଇଥାଏ।

ଗତକାଲି ରାତିରେ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ସୁଲତା ଏକ କାଠ ଫାଳିଆରେ ସୀମାଞ୍ଚଳଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story