ଚିଙ୍ଗୁଡ଼ିଆ ନାଳରେ ଭାସିଗଲେ ମହିଳା

ଯାଜପୁର(ଓଡ଼ିଶା ରିପୋର୍ଟର):  ଯାଜପୁର ଜିଲ୍ଲା ବରି ବ୍ଲକ ଏରଡ଼ା ଗାଁରେ ଥିବା ଚିଙ୍ଗୁଡ଼ିଆ ନାଳରେ ଜଣେ  ମହିଳା ଭାସିଯାଇଛନ୍ତି।  ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା  ଜଣାଯାଇଛି।  ତାଙ୍କ ନାଁ ମିନୁ ମଲ୍ଲିକ। ଆଜି ସକାଳେ ମିନି ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇଥିଲେ। ଶୌଚ ହେବା ସମୟରେ ହଠାତ୍‌ ଗୋଡ଼ ଖସି ଯାଇଥିଲା।  ସେ ନାଳରେ ଭାସି ଯାଇଥିଲେ।ସ୍ଥାନୀୟ ଅଞ୍ଚଳର ଲୋକେ ଓ ଅଗ୍ନିଶମ ବାହିନୀ ମିନୁଙ୍କୁ ଖୋଜାଖୋଜି […]

jajpur

jajpur

Tapaswini Nayak
  • Published: Saturday, 16 July 2022
  • Updated: 16 July 2022, 09:16 AM IST

ଯାଜପୁର(ଓଡ଼ିଶା ରିପୋର୍ଟର):  ଯାଜପୁର ଜିଲ୍ଲା ବରି ବ୍ଲକ ଏରଡ଼ା ଗାଁରେ ଥିବା ଚିଙ୍ଗୁଡ଼ିଆ ନାଳରେ ଜଣେ  ମହିଳା ଭାସିଯାଇଛନ୍ତି।  ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିବା  ଜଣାଯାଇଛି।  ତାଙ୍କ ନାଁ ମିନୁ ମଲ୍ଲିକ।

ଆଜି ସକାଳେ ମିନି ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇଥିଲେ। ଶୌଚ ହେବା ସମୟରେ ହଠାତ୍‌ ଗୋଡ଼ ଖସି ଯାଇଥିଲା।  ସେ ନାଳରେ ଭାସି ଯାଇଥିଲେ।ସ୍ଥାନୀୟ ଅଞ୍ଚଳର ଲୋକେ ଓ ଅଗ୍ନିଶମ ବାହିନୀ ମିନୁଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ତାଙ୍କ ପତ୍ତା ମିଳିପାରିନି।

ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଫଳରେ ନାଳରେ ଜଳସ୍ତର ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story