ବାରିପଦା (ଓଡ଼ିଶା ରିପୋର୍ଟର): ବାପାକୁ କଟୁରୀରେ ହାଣିଲା ଝିଅ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ କୋଣ ସାହିରେ। ମାଆକୁ ବାପା ପିଟୁଥିବା ଦେଖି ଝିଅ ଉତ୍ତ୍ୟକ୍ତ ହୋଇ ତାଙ୍କୁ ହାଣି ପକାଇଥିଲା। ବାପାକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।