‘ମ୍ୟାରେଜ୍‌ ପାଇଁ କଥା ଦେଇ ରିଲେସନ୍‌ ରଖିଲେ, ତାଙ୍କ ଘର ଲୋକେ ଧକ୍କା ମାରି ବାହାର କରିଦେଲେ’

ସୋର(ଓଡ଼ିଶା ରିପୋର୍ଟର)ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା।  ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଂଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି […]

4321

4321

Tapas Behera
  • Published: Sunday, 13 October 2019
  • Updated: 13 October 2019, 04:56 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର)ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା।  ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଂଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ ।

ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ।  ଏମିତିକି ଉଭୟ ଦୀର୍ଘ ଦିନ ଧରି ଗୋଟିଏ ଘରେ ରହିଥିଲେ । ପରେ ଅନନ୍ତ ତାଙ୍କୁ ବିବାହ କରିବାକୁ ମନା କରିଥିଲେ। ବିବାହ ପାଇଁ ମନା କରିବାରୁ ଯୁବତୀ ଜଣକ ବାହାନଗା ଆସି ଅନନ୍ତଙ୍କ ଘର ଲୋକଙ୍କୁ ଜଣାଇଥିଲେ।

ଯୁବତୀ ଜଣକ କହିଛନ୍ତି ଯେ, ସେ ମୋତେ ମ୍ୟାରେଜ୍‌ କରିବା ପାଇଁ କଥା ଦେଇଥିଲେ। ମୋ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ତେବେ ପୁଅ ଘର ଲୋକେ ରାଜି ନହେବାରୁ ଏଥିପାଇଁ ସେମାନଙ୍କୁ ବୁଝାଇବା ପାଇଁ ଆସିଥିଲେ। ହେଲେ ଅନନ୍ତଙ୍କ ପରିବାର ଲୋକେ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଧକ୍କା ମାରି ବିଦା କରି ଦେଇଥିଲେ।  ଏନେଇ ଥାନାରେ ଅଭିଯୋଗ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story