କାଜୁ ତୋଳିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଦଳି ଦେଲା ହାତୀ

ତେଲକୋଇ (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବନବିହାରିପୁର ନୂଆଗାଁ ମୁଣ୍ଡା ସାହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳ ଜଣଙ୍କ ହେଲେ କୁଳନଷରା ଗାଁର ଜନହି ଦେହୁରୀ। ଗତକାଲି ସନ୍ଧ୍ୟା ବେଳେ ଜନହି ଓ ଅନ୍ୟ ଜଣେ ବୃଦ୍ଧା ବିଳାସ ଦେହୁରୀ ମିଶି ନୂଆଗାଁ ମୁଣ୍ଡା ସାହିରେ ଥିବା କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିଲେ। କାଜୁ ତୋଳିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜନହିଙ୍କୁ ହାତୀ ଦଳି […]

telkoi

telkoi

Tapaswini Nayak
  • Published: Sunday, 08 May 2022
  • Updated: 08 May 2022, 10:38 AM IST

ତେଲକୋଇ (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବନବିହାରିପୁର ନୂଆଗାଁ ମୁଣ୍ଡା ସାହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳ ଜଣଙ୍କ ହେଲେ କୁଳନଷରା ଗାଁର ଜନହି ଦେହୁରୀ।

ଗତକାଲି ସନ୍ଧ୍ୟା ବେଳେ ଜନହି ଓ ଅନ୍ୟ ଜଣେ ବୃଦ୍ଧା ବିଳାସ ଦେହୁରୀ ମିଶି ନୂଆଗାଁ ମୁଣ୍ଡା ସାହିରେ ଥିବା କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିଲେ। କାଜୁ ତୋଳିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜନହିଙ୍କୁ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଳାସ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ବନ ବିଭାଗର ତତ୍ପରତା ପ୍ରକାଶ ପାଉନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story