ପାଣ୍ଡିଆନଙ୍କ ଚର୍ଚ୍ଚା ପାଇଁ କଟକ ରେଫର କରିଦେଇଥିଲେ କର୍ତ୍ତୃପକ୍ଷ ! ବାରଣ୍ଡାରେ ପ୍ରସବ କଲେ ମହିଳା

ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କଲେ ମହିଳା। ଡାକ୍ତର କଟକ ରେଫର କରିବା ପରେ ବାରଣ୍ଡାରେ ପ୍ରସବ କଲେ ପ୍ରସୂତି। ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଆଜି ତିହିଡ଼ି ବ୍ଲକ ତଳଡୁମୁକା ଗାଁର ପ୍ରସୂତି ଆଡମିଶନ ହୋଇଥିଲେ। ଅବସ୍ଥା ଗୁରୁତର କହି ଡାକ୍ତର ତାଙ୍କୁ କଟକ ରେଫର କରିଦେଇଥିଲେ। ଗର୍ଭ ଯନ୍ତ୍ରଣା ହେଉଥିବା ବେଳେ ପ୍ରସୂତି ୱାର୍ଡରୁ ବାହାରକୁ ଆସିଥିଲେ। ବାହାରକୁ ଆସିବା କ୍ଷଣି […]

4567

4567

Tapas Behera
  • Published: Monday, 14 October 2019
  • Updated: 14 October 2019, 04:49 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କଲେ ମହିଳା। ଡାକ୍ତର କଟକ ରେଫର କରିବା ପରେ ବାରଣ୍ଡାରେ ପ୍ରସବ କଲେ ପ୍ରସୂତି। ବାରଣ୍ଡାରେ ଯମଜ କନ୍ୟା ସନ୍ତାନ ପ୍ରସବ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଆଜି ତିହିଡ଼ି ବ୍ଲକ ତଳଡୁମୁକା ଗାଁର ପ୍ରସୂତି ଆଡମିଶନ ହୋଇଥିଲେ। ଅବସ୍ଥା ଗୁରୁତର କହି ଡାକ୍ତର ତାଙ୍କୁ କଟକ ରେଫର କରିଦେଇଥିଲେ।

ଗର୍ଭ ଯନ୍ତ୍ରଣା ହେଉଥିବା ବେଳେ ପ୍ରସୂତି ୱାର୍ଡରୁ ବାହାରକୁ ଆସିଥିଲେ। ବାହାରକୁ ଆସିବା କ୍ଷଣି ବାରଣ୍ଡାରେ ଯମଜ କନ୍ୟା ପ୍ରସବ କରିଥିଲେ। ତେବେ ପ୍ରସବ ବେଳେ କେହି ଡାକ୍ତର, ନର୍ସ ଆସିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ମହିଳାଙ୍କ ସହଯୋଗରେ ପ୍ରସୂତିଙ୍କ ଶାଶୁ ପ୍ରସବ କରାଇଥିଲେ ।

ଗଣମାଧ୍ୟମ ପହଞ୍ଚିବା ପରେ ମହିଳାଙ୍କୁ ୱାର୍ଡକୁ ନିଆଯାଇଥିଲା।  ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କ ମେଡିକାଲ ଗସ୍ତ କାଯର୍ୟକ୍ରମ ଅଛି। ସଚିବଙ୍କ ପାଇଁ ବ୍ୟସ୍ତ କର୍ତ୍ତୃପକ୍ଷ ପ୍ରସୂତିଙ୍କୁ ରେଫର କରି ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏ ସଂପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story