ଶୌଚ ପାଇଁ ଯାଇଥିଲେ ମହିଳା, ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମହୁମାଛି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଗୋରାଖପାଲ୍ଲି ଗାଁର ଏଭଳି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଗାଙ୍ଗୀ ପାଇଦା। ତାଙ୍କ ଘର ପଡ଼ିଆ ଥାନା ଅନ୍ତର୍ଗତ ଗୋରାଖପାଲ୍ଲି ଗାଁରେ। ଗତକାଲି ସନ୍ଧ୍ୟାରେ ଗାଙ୍ଗୀ ଶୌଚ ହେବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ହୋଇଥିବା ମହୁଫେଣାରୁ ମହୁମାଛି ଗୁଡ଼ିକ ଉଡିକି ଆସି ଗାଙ୍ଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।  ଗାଙ୍ଗୀଙ୍କ […]

bee

bee

Tapaswini Nayak
  • Published: Tuesday, 06 December 2022
  • Updated: 06 December 2022, 01:34 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଗୋରାଖପାଲ୍ଲି ଗାଁର ଏଭଳି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଗାଙ୍ଗୀ ପାଇଦା। ତାଙ୍କ ଘର ପଡ଼ିଆ ଥାନା ଅନ୍ତର୍ଗତ ଗୋରାଖପାଲ୍ଲି ଗାଁରେ।

ଗତକାଲି ସନ୍ଧ୍ୟାରେ ଗାଙ୍ଗୀ ଶୌଚ ହେବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ହୋଇଥିବା ମହୁଫେଣାରୁ ମହୁମାଛି ଗୁଡ଼ିକ ଉଡିକି ଆସି ଗାଙ୍ଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।  ଗାଙ୍ଗୀଙ୍କ ଚିତ୍କାର ଶୁଣି  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଗାଙ୍ଗୀଙ୍କ ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି  ସକାଳେ ମହିଳାଙ୍କର ମୃତ୍ୟୁ ଘଟିଥିଲା।

କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାରେ ମହୁମାଛି ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story